ନ୍ୟୁଜରୁମ୍ : ସକାଳର ଖବର | News Room Odisha

ନ୍ୟୁଜରୁମ୍ : ସକାଳର ଖବର

୧.ଦିନକରେ ୨ ହଜାର ୫୧୦ ସୁସ୍ଥ, ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ୬୫ ହଜାର ୩୨୩କୁ ବୃଦ୍ଧି

୨.ରାଜ୍ୟ ସରକାରଙ୍କ ଆଇଏଲଏମଏସ୍ ଓ କୋଭିଡ ଡାସବୋର୍ଡକୁ ସମ୍ମାନଜନକ ଟେକ୍ ସଭା ସମ୍ମାନ

୩.ଓଡିଶାରେ ପ୍ଲାଜମା ଚିକିତ୍ସା ସଫଳ ଅଧିକ ରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି : ମୁଖ୍ୟମନ୍ତ୍ରୀ

୪.କୋରାପୁଟରେ ଉଦଘାଟିତ ହେଲା ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ୍‌, ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

୫.ରିୟା ଚକ୍ରବର୍ତୀଙ୍କ ଭୁବନେଶ୍ୱର ଡ୍ରଗ୍ସ ଲିଙ୍କ ନେଇ ଡିଜିପିଙ୍କ ପ୍ରତିକ୍ରିୟା

୬.କୋଭିଡ ଟେଷ୍ଟିଂରେ ନୂଆ ମାଇଲଖୁଂଟ,ଗଂଜାମ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଟେଷ୍ଟିଂ , କୋଭିଡ ପରିଚାଳନାରେ ସଫଳ ହୋଇଛି ଗଂଜାମ ମଡେଲ୍

୭.ଶ୍ରୀମନ୍ଦିରର ଶୋଭା ବୃଦ୍ଧି ହେବ , ରୁପାରେ ଝଲସିବ ମନ୍ଦିର ଭିତର ଓ ବାହାରର ଚାରିଦ୍ୱାର

୮.ସେପଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ : ବାଚସ୍ପତି

୯.ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ, ନିଟ୍‌, ଜେଇଇ ସ୍ଥଗିତ ରଖିବାକୁ ଅନୁରୋଧ