ନ୍ୟୁଜରୁମ: ସକାଳର ଖବର | News Room Odisha

ନ୍ୟୁଜରୁମ: ସକାଳର ଖବର

୧.ଡିସେମ୍ବର ପାଇଁ ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ୍ସ

୨.ଅନଲାଇନରେ ଶ୍ରୀମନ୍ଦିର ନିର୍ମାଲ୍ୟ ବିକ୍ରି ଅଭିଯୋଗ, ଥାନାରେ ଏତଲା

୩.ନୟାଗଡ ନାବାଳିକା ମୃତ୍ୟୁ ମାମଲାର ଏସଆଇଟି ଯାଂଚ ନିଷ୍ପତିକୁ ବିଜୟଙ୍କ ସମର୍ଥନ

୪.ଡିସେମ୍ବର ୪ରେ ସର୍ବଦଳୀୟ ବୈଠକ, କୋଭିଡ୍ ସ୍ଥିତି ଉପରେ ହେବ ଆଲୋଚନା

୫.ଚାଷୀ ଆନ୍ଦୋଳନ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଚାଷୀଙ୍କ ମନରେ ଭ୍ରାନ୍ତଧାରଣା ସୃଷ୍ଟି କରାଯାଉଛି

୬.‘ନିଭାର’ ପରେ ଏବେ ତାମିଲନାଡୁକୁ ‘ବୁରେଭି’ ଭୟ

୭.ଆମେରିକା, ୟୁରୋପରେ କୋଭିଡ୍ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିବ ମଡର୍ଣ୍ଣା