ନ୍ୟୁଜରୁମ: ସକାଳର ଖବର | News Room Odisha

ନ୍ୟୁଜରୁମ: ସକାଳର ଖବର

୧.ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ ପାଇଁ କେନ୍ଦ୍ରଠାରେ ପୁଣି ହେବ ଦାବି, ଫୁଲବାଣୀ ଓ କୋରାପୁଟରେ ନିର୍ମାଣ ହେବ ହସପିଟାଲ୍‌

୨.କୋଇଲା ରୟାଲଟି ନିୟମରେ ସଂଶୋଧନ ଦାବି କଲେ ମୁଖ୍ୟମନ୍ତ୍ରୀ, ଓଏମସି ବ୍ଲକ୍ ପାଇଁ କୋଲବ୍ଲକ ସଂରକ୍ଷଣ ଉପରେ ଗୁରୁତ୍ୱ

୩.ଇକୋ ରିଟ୍ରିଟ୍‌ର ଦ୍ୱିତୀୟ ସଂସ୍କରଣକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୪.ପାଠକ ବାପ-ପୁଅ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଇଡିର ଖୋଳତାଡ, ୩ଟି ମାମଲା ରୁଜୁ

୫.ରାଜଧାନୀରେ ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ୍

୬.ପ୍ରଜା ଫାଉଣ୍ଡେସନ ସର୍ଭେ : ଅର୍ବାନ ଗଭର୍ଣ୍ଣାନସରେ ଓଡିଶାକୁ ପ୍ରଥମ ସ୍ଥାନ

୭.ସରକାରଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲେ କୃଷକ ସଂଗଠନ, ୧୪ରେ ଦେଶବ୍ୟାପୀ ଆନ୍ଦୋଳନ

୮.କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ଦେଶରେ ଖୋଲିବ ୧ କୋଟି ଡାଟା ସେଣ୍ଟର, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଞ୍ଜୁରି

୯.ଟିକାକରଣ ପାଇଁ ତତ୍ପରତା: ୨୯ ହଜାର ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରସ୍ତୁତ

୧୦.ଫୋର୍ବସ୍ କ୍ଷମତାଶାଳୀ ମହିଳା ତାଲିକା ୨୦୨୦: ଲଗାତାର ଦ୍ୱିତୀୟ ବର୍ଷ ସ୍ଥାନ ପାଇଲେ ନିର୍ମଳା ସୀତାରମଣ

୧୧.ସେରମ୍ ଇନଷ୍ଟିଚ୍ୟୁଟ୍‌, ଭାରତ ବାୟୋଟେକ ଟିକାକୁ ଏବେ ମିଳିବନି ମଞ୍ଜୁରି, ଅଧିକ ଡାଟା ଦେବାକୁ ନିର୍ଦ୍ଦେଶ

୧୨.ଅନିଲ କପୁରଙ୍କ ଫିଲ୍ମ ‘ଏକେ ଭର୍ସସ୍ ଏକେ’ରୁ ଆପତ୍ତିଜନକ ଦୃଶ୍ୟ ହଟାଇବାକୁ ବାୟୁସେନାର ଦାବି

୧୩.ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁୁ ଡେଭିଡ୍ ୱାର୍ଣ୍ଣର ବାଦ୍

୧୪.ମନ୍ଥର ବୋଲିଂ ପାଇଁ ଟିମ୍ ଇଣ୍ଡିଆ ଦଣ୍ଡିତ

୧୫.କ୍ରିକେଟର ସବୁ ଫର୍ମାଟରୁ ପାର୍ଥିବ ପଟେଲଙ୍କ ଅବସର ଘୋଷଣା