ନ୍ୟୁଜରୁମ୍ : ସକାଳ ଖବର | News Room Odisha

ନ୍ୟୁଜରୁମ୍ : ସକାଳ ଖବର

ଓଡିଶା

୧.ଗଂଜାମ ଜିଲ୍ଲାରେ ଆଜିଠାରୁ କୋରୋନା କଟକଣା କୋହଳ, ରାତି ୮ଟା ଯାଏଁ ଖୋଲା ରହିବ ଦୋକାନବଜାର , ଦୋକାନୀ ମାନିବେ ପଂଚସୂତ୍ରୀ ନିୟମ

୨.ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ, ଆଜିଠାରୁ ୨୬ ଯାଏଁ ଉପକୂଳ ଓ ଅଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷାର ପୂର୍ବାନୁମାନ
୯ଟି ଜିଲ୍ଲାକୁ ଅରେଞ୍ଜ, ୬ଟି ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବା ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

୩.ଦିନକରେ ରେକର୍ଡ ସଂଖ୍ୟକ କୋରୋନା ରୋଗୀ ସୁସ୍ଥ , କୋରୋନା ଯୋଦ୍ଧାଙ୍କ ଉଦ୍ୟମ ଓ ତ୍ୟାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

୪.ହାର୍ଡକୋର ମାଓବାଦୀ ମହାଦେବ ମାଡକାମିର ଆତ୍ମସମର୍ପଣ , ହିଂସା ଛାଡି ମୁଖସ୍ରୋତରେ ହେବ ସାମିଲ

ଜାତୀୟ

୫.କଂଗ୍ରେସ ୱାର୍କିଂ କମିଟିର ଗୁରୁତ୍ୱପୂଣ୍ଣ ର୍ ବୈଠକ ଆଜି, ନେତୃତ୍ୱ ପରିବର୍ତନ ଉପରେ ଆଲୋଚନା ହେବା ସମ୍ଭାବନା

୬. ୭୩ ଦିନରେ କୋଭିଡ-୧୯ ଟୀକା କୋଭିସଲ୍ଡ ଭାରତରେ ମିଳିବା ରିପୋର୍ଟ ମିଛ, ଖଣ୍ଡନ କଲା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ