Newsroom Odisha: Evening News Headlines | News Room Odisha

Newsroom Odisha: Evening News Headlines

Odisha

  • All Dists Covered under BSKY Smart Health Card Scheme
  • Naveen Demands Special Dispensation from Centre for Odisha to Catch Up with Frontline States
  • Naveen Inaugurates Eco Retreat 2021, Urges to Explore Beauty of Odisha
  • Odisha Govt Approves 7 investment Projects worth Rs 511 Cr
  • CM Condoles Demise of Group Captain Varun Singh
  • CM Wishes Speedy Recovery to Padma Shri Mitrabhanu Gountia
  • Sunil Kumar Bansal Appointed as New Odisha DGP
  • Sasmit Raises LWE Issue In Rajya Sabha; Proposes Five Measures To Tackle Extremism
  • DGP Abhay Orders Crime Branch Probe Into Murder of Sanjay Das Burma’s Aid
  • COVID-19 Update: Odisha Reports 218 New Positive Cases, 108 Recoveries
  • ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ଇତିହାସର ସବୁଠାରୁ ବଡ ସଫଳତା: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ସାରା ରାଜ୍ୟ
  • ନୀତି ଆୟୋଗ-ରାଜ୍ୟ ସରକାର ବୈଠକ, ଓଡିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ଦାବି କରିପାରନ୍ତି ସରକାର
  • ଆଜିଠାରୁ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌
  • ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ପାଇଁ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା ଖୋଲାଯିବ: ମୁଖ୍ୟମନ୍ତ୍ରୀ
  • ସୁନୀଲ କୁମାର ବଂଶଲ ହେଲେ ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ
  • ହୀରାକୁଦରେ ଇକୋ ରିଟ୍ରିଟ ଆରମ୍ଭ, ‘ପର୍ଯ୍ୟଟନର ସୁଯୋଗକୁ ଅଧିକ ବ୍ୟାପକ କରିବ ଏହି ପ୍ରକଳ୍ପ’
  • ଭରସା ରଖି ଡିଜିପି ନିଯୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁନୀଲ କୁମାର ବଂଶଲ
  • ସର୍ବଦଳୀୟ ବୈଠକ ପରେ ଘୋଷଣା ହେବ ପଂଚାୟତ ନିର୍ବାଚନ ତାରିଖ
  • ଚିତ୍ତରଂଜନ ପଲେଇ ମୃତ୍ୟୁ ମାମଲାର କ୍ରାଇମବ୍ରାଂଚ୍ ତଦନ୍ତ
  • ରାଜ୍ୟରେ ଆସନ୍ତା ୪-୫ ଦିନରେ ବଢିବ ଶୀତର ପ୍ରକୋପ

Nation

  • CDS Chopper Crash: Group Captain Varun Singh Passes Away
  • Bombay HC: Aryan Khan need not attend NCB office on Fridays
  • SC junks Maha govt plea seeking direction to Centre to share raw caste Census data
  • After Ganga, Yamuna & Saryu to be pollution free
  • ଆଖି ବୁଜିଲେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହ
  • ପୁଅ ଉପରେ ପ୍ରଶ୍ନ ନେଇ ଚିଡ଼ିଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର, ସାମ୍ବାଦିକଙ୍କୁ ଚୋର ବୋଲି କହିଲେ, ମାଇକ୍ ଛଡ଼ାଇ ନେଲେ
  • ବିଶେଷଜ୍ଞଙ୍କ ଚେତାବନୀ: ଜାନୁଆରୀ-ଫେବୃଆରୀରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବଢ଼ିପାରେ
  • ହାଇଦ୍ରାବାଦରେ ଓମିକ୍ରନର ତିନି ମାମଲା ଚିହ୍ନଟ
  • ଲକ୍ଷୀମପୁର ହିଂସା ନେଇ ଏସ୍ଆଇଟି ଖୁଲାସା ପରେ ସଂସଦରେ ହଙ୍ଗାମା, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି କଲା କଂଗ୍ରେସ
  • ଚିନ୍ତା ବଢ଼ାଇଲା କୋଭିଡ ଟାସ୍କ ଫୋର୍ସ ମୁଖ୍ୟଙ୍କ ବୟାନ, ଓମିକ୍ରନ୍ ଉପରେ ପ୍ରଭାବହୀନ ହୋଇପାରେ ଟିକା
  • କରୋନା ଅପଡେଟ୍: ଦେଶରେ ଆଉ ୬,୯୮୪ ନୂଆ ମାମଲା, ୨୪୭ ମୃତ
  • ଦେଶରେ ଓମିକ୍ରନ ମାମଲା ୬୧କୁ ବୃଦ୍ଧି

World

  • 10 killed after boat capsizes in Malaysian waters
  • Rehabilitation underway in US city hardest hit by tornadoes
  • Omicron spreading at unprecedented rate: WHO
  • Global Covid caseload tops 271.4 mn

Entertainment

  • ‘Attack’ teaser: John Abraham plays supercop with artificial intelligence
    ‘Bigg Boss 15’: Abhijit Bichukale, Ritesh to be evicted?
  • James Cameron says ‘Avatar 2’ needs to make money amid Covid, OTT

Sports

  • Available for ODI Selection; No Problem with Rohit Sharma: Virat Kohli
  • Richardson replaces injured Hazlewood in Australian side for 2nd Ashes Test
  • ICC announces schedule for 2022 Women’s World Cup, NZ face WI in opener
  • ରୋହିତଙ୍କ ସହ ମତଭେଦକୁ କୋହଲୀଙ୍କ ଅସ୍ୱୀକାର, କହିଲେ, ଦିନିକିଆ ଟିମ୍ ଅଧିନାୟକ ନ ରହିବା ନେଇ ଆଗୁଆ ସୂଚନା ଦିଆଯାଇଥିଲା
  • କୋହଲି-ରୋହିତ ବିବାଦ ନେଇ କହିଲେ କ୍ରୀଡ଼ା ମନ୍ତ୍ରୀ – ଖେଳଠାରୁ କେହି ବଡ଼ ନୁହଁନ୍ତି