ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ବହୁରି ବୋଲାଇ ସୁଆସିନି ଲୀହ୍ନୀଂ । ରୁଚି ବିଚାରି ପହିରାଵନି ଦୀହ୍ନୀଂ ॥ ନେଗୀ ନେଗ ଜୋଗ ଜଵ ଲେହୀଂ । ରୁଚି ଅନୁରୂପ ଭୂପମନି ଦେହୀଂ ॥ ଭାବାର୍ଥ :- ତା’ପରେ ପୁଣି ନଗରରେ ରହୁଥିବା ନିଜର ପାରିବାରିକ ସୌଭାଗ୍ୟଵତୀ ସୁହାଶିନି ଭଉଣୀ, ଝିଆରୀ, ଭାଣିଜୀ ମାନଙ୍କୁ ଡକାଇ ସେମାନଙ୍କ ରୁଚି ମୁତାବକ ବସ୍ତ୍ର ପିନ୍ଧାଇଲେ । ପରମ୍ପରା ଅନୁସାରେ ମାଗିବା ଲୋକେ ନିଜ ନିଜର ଇଚ୍ଛା ଅନୁସାରେ ମାଗୁଣି [...]
ଓଡ଼ିଆଗୀତା ଉପଦେଶ: ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ସ୍ୱ-ଧର୍ମ ସମ୍ବନ୍ଧରେ କହିଛନ୍ତି- ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ । ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ। ଅର୍ଥାତ୍ ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନ ମୂଳକ ଓ ଲାଭଦାୟକ ଭାବରେ କରିଥାଏ [...]
ଓଡ଼ିଆ୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ମନା, କେନ୍ଦ୍ର ସରକାର ଜାରି କଲେ ଗାଇଡଲାଇନ୍
ନୂଆଦିଲ୍ଲୀ: କୋଚିଂ ସେଣ୍ଟର ଗୁଡ଼ିକ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତିି। ଏଣିକି କୋଚିଂ ସେଣ୍ଟର ଗୁଡ଼ିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରିପାରିବେ ନାହିଁ | ଏହାଛଡ଼ା ସେମାନେ ଭଲ ର଼୍ୟାଙ୍କ୍ କିମ୍ବା ମାର୍କ ପାଇଁ ଗ୍ୟାରେଣ୍ଟି ଦେବେ ନାହିଁ । ବିଭ୍ରାନ୍ତିକର ପ୍ରତିଶ୍ରୁତି ଦେବାରୁ କୋଚିଂ ସେଣ୍ଟର ଗୁଡ଼ିକ ନିବୃତ୍ତ ରହିବେ | ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବା ଘରୋଇ କୋଚିଂ ସେଣ୍ଟର ଗୁଡ଼ିକୁ ଆଇନଗତ ଉପାୟରେ ପରିଚାଳନା ପାଇଁ [...]
ଓଡ଼ିଆଡଙ୍ଗା ବୁଡ଼ି ୧୨ ଛାତ୍ରଙ୍କ ସହ ୧୪ ମୃତ
ବଡୋଦରା: ଗୁଜୁରାଟର ବଡୋଦରା ହରଣୀ ହ୍ରଦରେ ଡଙ୍ଗା ବୁଡ଼ି ୧୨ ଛାତ୍ରଙ୍କ ସହ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ଶିକ୍ଷକ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ପ୍ରାଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବଡୋଦରା ପୋଲିସ କମିଶନର ଅନୁପମ ସିଂ ଗେହଲୋଟ୍ କହିଛନ୍ତି, “ଡଙ୍ଗାରେ ଏକ ଘରୋଇ ସ୍କୁଲର ୨୩ ଜଣ ପିଲା ଏବଂ ୪ ଜଣ [...]
ଜାନୁଆରୀ ୨୨ରେ ଅଧାଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର- ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଅଧା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ରାଜ୍ୟ ସରକାରଙ୍କ ସବୁ ଅଫିସ ଛୁଟି ରହିବ । ରାଜସ୍ୱ ଓ ଏକଜିକ୍ୟୁଟିଭ ମାଜିଷ୍ଟେରିଆଲ୍ କୋର୍ଟ ମଧ୍ୟ ଅଧା ଛୁଟି ରହିବ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ [...]
ଓଡ଼ିଆଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଏଣିକି ସହଜ ହେବ ଜଗା ଦର୍ଶନ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ପୁରୀକୁ ଆରାମଦାୟକ ଯାତାୟତ କରିପାରିବେ । ଏଥିପାଇଁ ରାଜ୍ୟ ସରକାର ଆଜି ଶୀତତାପ ନିୟନ୍ତ୍ରିତ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟାଳୟରୁ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରିଛି ବିଳାସପୂର୍ଣ୍ଣ ବସ୍ । ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଜଗନ୍ନାଥ ଚେତନାକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥ ଏକ୍ସପ୍ରେସ୍ ଗଡ଼ାଇବାକୁ [...]
ଓଡ଼ିଆମାଁ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ଛତିଶଗଡ଼ରେ ନିମନ୍ତ୍ରଣ
ସମ୍ବଲପୁର : ସମ୍ବଲପୁର ରେ ଅବସ୍ଥାପିତ ମାଁ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଓଡିଶାର ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ତା. ୨୭.୦୧.୨୪ ରିଖ ଦିନ ଅନୁଷ୍ଠିତ ହେବ। ଏହି ଲୋକାର୍ପଣ ଉତ୍ସବର ଭବ୍ଯ ଆୟୋଜନ ଉଦ୍ଦେଶ୍ଯରେ ସାରା ରାଜ୍ଯର ପ୍ରମୁଖ ଧର୍ମ ପୀଠମାନଙ୍କ ର ମୁଖ୍ଯ ସେବାୟତମାନଙ୍କୁ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଉଛି। ଏହି କ୍ରମରେ ମାଁ ସମଲେଇ ମନ୍ଦିର ର ଟ୍ରଷ୍ଟି, ପୂଜକ ଏବଂ ପ୍ରଶାସନିକ ଅଧିକାରୀ ନିମନ୍ତ୍ରଣ ଦେବା ପାଇଁ [...]
ଓଡ଼ିଆଜାନୁଆରୀ ୨୨ରେ ଅଧାଦିନ ଛୁଟି
ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨କୁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ସେହିଦିନ କେନ୍ଦ୍ର ସରକାରଙ୍କ ଅଧୀନ ସମସ୍ତ କାର୍ଯ୍ୟାଳୟ ଅଧା ଦିନ ଛୁଟି ରହିବ । ସରକାରଙ୍କ ତରଫରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି । ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି । ସରକାରଙ୍କ ତରଫରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି, ଦେଶର କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ [...]
ଓଡ଼ିଆସରକାରୀ ବଙ୍ଗଳା ଖାଲି ପାଇଁ ନୋଟିସ୍ ବିରୋଧରେ ହାଇକୋର୍ଟ ଗଲେ ମହୁଆ
ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କରିବାକୁ ଇଷ୍ଟେଟ୍ ନିର୍ଦ୍ଦେଶାଳୟର ନୋଟିସ୍ ବିରୋଧରେ ବହିଷ୍କୃତ ଲୋକସଭା ସାଂସଦ ମହୁଆ ମୈତ୍ର ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ମହୁଆଙ୍କ ଆବେଦନ ଜଷ୍ଟିସ ଗିରିଶ କଠପାଲିଆଙ୍କ ଖଣ୍ଡପୀଠ ଦ୍ବାରା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି । ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଜାରି କରିଥିଲେ ଇଷ୍ଟେଟ୍ ନିର୍ଦ୍ଦେଶାଳୟ । ଗୌତମ ଆଦାନୀଙ୍କ ଗ୍ରୁପ୍ ବିରୋଧରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ [...]
ଓଡ଼ିଆଆପାର୍ଟମେଣ୍ଟ୍ ଲୁଟେରା ଗ୍ୟାଙ୍ଗର ୨ ଜଣଙ୍କୁ ଧରିଲା କମିଶନରେଟ ପୋଲିସ
ଭୁବନେଶ୍ୱର – ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି କରୁଥିବା ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଦୁଇ ଆପାର୍ଟମେଣ୍ଟ୍ ଲୁଟେରାଙ୍କୁ ଗିରଫ କରିଛି । ଗତ କିଛି ମାସରେ ରାଜଧାନୀର ୫ ଆପାର୍ଟମେଣ୍ଟର ୧୨ ଫ୍ଲାଟ୍ ରୁ ଲୁଟ୍ କରିଛନ୍ତି ଏହି ଗ୍ୟାଙ୍ଗ। ଚନ୍ଦକା, ଇନ୍ଫୋସିଟି , ଭରତପୁର, ମାଞ୍ଚେଶ୍ୱ ଥାନା ଅଂଚଳରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଥିଲେ । ଲୁଟେରା ଗ୍ୟାଙ୍ଗ ବାହାର ରାଜ୍ୟର ହୋଇଥିବା [...]
