ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଭରତ ସରିସ ପ୍ରିୟ କୌ ଜଗ ମାହୀଂ । ହିଁ ସଗୁନ ଫଲୁ ଦୂସର ନାହୀଂ ॥ ରାମହି ବଂଧୁ ସୋଚ ଦିନ ରାତୀ । ଅଂଡହ୍ନି କମଠ ହୃଦୟ ଜେହିଂ ଭାଁତୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ଭାଇ ଭରତଙ୍କ ପରି ଆମକୁ ଆଉ କେହି ଏ ସାରା ଦୁନିଆରେ ପ୍ରିୟ ନୁହନ୍ତି ! ଶ୍ରୀରାମଚନ୍ଦ୍ରଙ୍କର ମନରେ ଭାଇ ଭରତଙ୍କୁ ମନେ ପକାଇ ଦିନରାତି [...]
ଓଡ଼ିଆଗୀତା ଉପଦେଶ: ଜୀବାତ୍ମା ତାର ସମସ୍ତ କର୍ମ ଓ କର୍ତ୍ତବ୍ୟର ଲକ୍ଷ୍ୟ ଆତ୍ମଜ୍ଞାନ ଦ୍ୱାରା ପ୍ରାପ୍ତ କରିବ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବସ୍ତୁ ଓ ଜୀବ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ କହିଛନ୍ତି ;- ଇତି ଗୁହ୍ୟତମଂ ଶାସ୍ତ୍ରମିଦମୁକ୍ତଂ ମୟାନଘ। ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍କୃତକୃତ୍ୟଶ୍ଚ ଭାରତ।। ଅର୍ଥାତ ଶ୍ରୀକୃଷ୍ଣ ଏହା ଦ୍ୱାରା ସୂଚିତ କରୁଛନ୍ତି, ମୁଁ ସମସ୍ତ ବୈଦିକ ଶାସ୍ତ୍ରର ସିଦ୍ଧାନ୍ତର ସାରାଂଶ ଉପସ୍ଥାପନ କରିଛି । ମୁଁ ତୁମ ଆଗରେ ସଂସାରର ସ୍ୱରୂପଠାରୁ ଆରମ୍ଭ କରି, ବସ୍ତୁ ଓ ଜୀବ ମଧ୍ୟରେ ପାର୍ଥକ୍ୟ ଏବଂ ଶେଷରେ ଚରମ ସତ୍ୟକୁ ପରମ ଦିବ୍ୟ ପୁରୁଷ ଭାବରେ ଜାଣିବା ପର୍ଯ୍ୟନ୍ତ [...]
ଓଡ଼ିଆମୁକୁଳା ଡ୍ରେନ୍ରେ ଭାସି ନାବାଳକର ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା
ଭୁବନେଶ୍ୱର – ଆଜି ଭୁବନେଶ୍ବରର ୟୁନିଟ-୩ ଅଞ୍ଚଳର ମସ୍ଜିଦ କଲୋନୀରେ ମୁକୁଳା ଡ୍ରେନ୍ରେ ପଡି ଆବୁ ବେକର ସାହା ନାମକ ଏକ ନାବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ନାବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ଏସଡି ଆରଏଫରୁ ପ୍ରଦାନ କରାଯିବ। ମୁକୁଳା ଡ୍ରେନରେ ପଡ଼ି ଅନେକ [...]
ଓଡ଼ିଆଲକ୍ଷ୍ମଣ ବାଗଙ୍କୁ ନବୀନ – ‘ଓଃ ୟୁ ଡିଫିଟେଡ୍ ମି’
ଭୁବନେଶ୍ୱର – ନବଗଠିତ ବିଧାନସଭାର ବିଧାୟକମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଗୃହରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ହିଞ୍ଜିଳିରୁ ଲଗାତର ଷଷ୍ଠ ଥର ଭାବେ ବିଧାୟକ ନିର୍ବାଚିତ ହୋଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଶପଥ ନେଇଥିଲେ । ଶପଥ ନେବା ପରେ ସେ ଗୃହରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟମାନଙ୍କୁ ନମସ୍କାର ଓ ଶୁଭେଚ୍ଛା ଜଣାଇ ଚାଲିଯାଉଥିବା ବେଳେ ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା [...]
ଓଡ଼ିଆନେଦରଲ୍ୟାଣ୍ଡସରେ ବାହା ହେଲେ ନବୀନଙ୍କ ପୁତୁରା ଅରୁଣ, ନାଦିଆଙ୍କୁ କଲେ ଜୀବନସାଥୀ
ଆମଷ୍ଟରଡାମ – ବିବାହ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ। ନେଦରଲ୍ୟାଣ୍ଡସରେ ବିବାହ କରିଛନ୍ତି ଅରୁଣ । ନାଦିଆଙ୍କୁ କରିଛନ୍ତି ଜୀବନସାଥୀ। ଅରୁଣ ହେଉଛନ୍ତି ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଓ ବିଜୁ ପଟ୍ଟନାୟକଙ୍କ ନାତି । ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ। । ପ୍ରେମ ପଟ୍ଟନାୟକଙ୍କ ଝିଅ ସୋଶାଲ ମିଡିଆରେ ବିବାହର ଫଟୋ ଓ [...]
ଓଡ଼ିଆଡିପଥେରିଆ ମୁକାବିଲା ପାଇଁ କାଲିଠାରୁ ଦିଆଯିବ ବୁଷ୍ଟର ଡୋଜ୍ ଟିକା
ଭୁବନେଶ୍ୱର – ବ୍ୟାପୁଥିବା ଡିପଥେରିଆ ସଂକ୍ରମଣର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। କାଲିଠାରୁ ପ୍ରଭାବିତ ଅଞ୍ଚଳରେ ବୁଷ୍ଟର ଡୋଜ୍ ଟିକା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। କାଶୀପୁରରେ କାଲିଠାରୁ ଦିଆଯିବ ବୁଷ୍ଟର ଡୋଜ ଟିକା । ୧ ବର୍ଷ ବୟସ ଶିଶୁଙ୍କୁ ଦିଆଯିବ ପେଣ୍ଟା ଡୋଜ୍ । ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି। [...]
ଓଡ଼ିଆଟି-୨୦ ବିଶ୍ୱକପ୍: ନିକୋଲାସ୍ ପୁରାନଙ୍କ ବିସ୍ଫୋରକ ଇନିଂସ୍, ଆଫଗାନିସ୍ତାନକୁ ୧୦୪ ରନରେ ହରାଇଲା ୱେଷ୍ଟଇଣ୍ଡିଜ୍
ଗ୍ରୋସ୍ ଆଇଲେଟ୍ (ସେଣ୍ଟ୍ ଲୁସିଆ): ନିକୋଲାସ୍ ପୁରାନଙ୍କ ବିସ୍ଫୋରକ ଇନିଂସ୍ ବଳରେ ଟି-୨୦ ବିଶ୍ୱକପ୍ର ଅନ୍ତିମ ଗ୍ରୁପ୍ ସି ମ୍ୟାଚ୍ରେ ମଙ୍ଗଳବାର ୱେଷ୍ଟଇଣ୍ଡିଜ୍ ଆଫଗାନିସ୍ତାନକୁ ୧୦୪ ରନରେ ମାତ୍ ଦେଇଛି। ଓ୍ବେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ପୂର୍ବରୁ ସୁପର-୮ରେ ନିଜ ସ୍ଥାନ ନିଶ୍ଚିତ କରିସାରିଥିବା ବେଳେ ଏହି ମ୍ୟାଚ୍ ଗ୍ରୁପ୍ ଟପ୍ପର ହେବା ପାଇଁ ଉଭୟ ଦଳ ମଧ୍ୟରେ ମୁକାବିଲା ଥିଲା। ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ ଟସ୍ ଜିତି ଓ୍ବେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । [...]
ଓଡ଼ିଆନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଆରମ୍ଭ
ଭୁବନେଶ୍ୱର – ନବନିର୍ବାଚିତ ବିଧାନସଭାର ବିଧାୟକମାନଙ୍କ ଶପଥ ଗ୍ରହଣ ଆଜି ଆରମ୍ଭ ହୋଇଛି । ନୂଆ ବିଧାୟକମାନଙ୍କ ଶପଥ ଗ୍ରହଣ କାଲି ବି ଜାରି ରହିବ । ଆଜି ବିଧାନସଭାରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନୂଆ ବିଧାୟକମାନଙ୍କୁ ଶପଥ ପାଠ କରାଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ଭାବେ ଶପଥ ନେଇଥିଲେ। ପର୍ଯ୍ୟାୟକ୍ରମେ ଅନ୍ୟ ବିଧାୟକ ମାନେ ଶପଥ ନେଇଛନ୍ତି । ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଜେଡି ସଭାପତି ନବୀନ [...]
ମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ
ଲେଖକ: ବିଜନ କୁମାର ମହାପାତ୍ର ‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ [...]
ଆଜି ନିର୍ଜଳା ଏକାଦଶୀ ବା ଭୀମସେନ ଏକାଦଶୀ, ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ

ଓଡ଼ିଆଆଜି ନିର୍ଜଳା ଏକାଦଶୀ ବା ଭୀମସେନ ଏକାଦଶୀ, ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ
ନିର୍ଜଳା ଏକାଦଶୀ ବା ଭୀମସେନୀ ଏକାଦଶୀ । ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ । ଅନ୍ୟ ଏକାଦଶୀରେ ବ୍ରତୀମାନେ ଫଳାହାର କରିଥାନ୍ତି । କିନ୍ତୁ ଏହି ଏକାଦଶୀରେ କୌଣସି ଖାଦ୍ୟ କିମ୍ବା ଜଳ ମଧ୍ୟ ଗ୍ରହଣ କରାଯାଏ ନାହିଁ । ବିଶ୍ୱାସ କରାଯାଏ ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ । ପୌରାଣିକ କଥାବସ୍ତୁରୁ ଜଣାଯାଏ ଏହି ଏକାଦଶୀରେ [...]
