ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗୀତା ଉପଦେଶ: ଜଣେ ସୁଜ୍ଞାନୀ ବ୍ୟକ୍ତି ସର୍ବଦା ନମ୍ର ଏବଂ ଧୀର ଓ ଭଦ୍ର ହୋଇଥାନ୍ତି

ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ସ୍ଥିତପ୍ରଜ୍ଞର ଲକ୍ଷଣ ପଚାରୁଛନ୍ତି- ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ। ସ୍ଥିତଧୀଃ କିଂ ପ୍ରଭାଷେତ କିମାସୀତ ବ୍ରଜେତ କିମ୍। ଅର୍ଥାତ୍ ଅର୍ଜୁନ କହିଲେ ଯେ ହେ କେଶବ ଦିବ୍ୟ ଚେତନା ଯୁକ୍ତ ର ଲକ୍ଷଣ କ’ଣ। ଜଣେ ସୁଜ୍ଞାନୀ ବ୍ୟକ୍ତି କିପରି କଥାବାର୍ତ୍ତା ହୁଅନ୍ତି। କିପରି ବସନ୍ତି ଓ କିପରି ଚାଲନ୍ତି।

Admin•ମାର୍ଚ୍ଚ 14, 2024
Share Article:

ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ସ୍ଥିତପ୍ରଜ୍ଞର ଲକ୍ଷଣ ପଚାରୁଛନ୍ତି-

ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ। ସ୍ଥିତଧୀଃ କିଂ ପ୍ରଭାଷେତ କିମାସୀତ ବ୍ରଜେତ କିମ୍।

ଅର୍ଥାତ୍ ଅର୍ଜୁନ କହିଲେ ଯେ ହେ କେଶବ ଦିବ୍ୟ ଚେତନା ଯୁକ୍ତ ର ଲକ୍ଷଣ କ’ଣ। ଜଣେ ସୁଜ୍ଞାନୀ ବ୍ୟକ୍ତି କିପରି କଥାବାର୍ତ୍ତା ହୁଅନ୍ତି। କିପରି ବସନ୍ତି ଓ କିପରି ଚାଲନ୍ତି।

#Odia#Odisha#News
Share Article:

Related Articles