ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

୬ ବର୍ଷ ପରେ ବନବିଭାଗ କ୍ୟାମେରାରେ ଠାବ ହେଲା ବିରଳ କଳା ବାଘ

ସୁନ୍ଦରଗଡ – ବନ ବିଭାଗ କ୍ୟାମେରାରେ ଠାବ ହୋଇଛି କଳା ବାଘ । ୬ ବର୍ଷ ପରେ ବିରଳ କଳା ବାଘକୁ ବନ ବିଭାଗ କ୍ୟାମେରା ଠାବ କରିଛି । ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଜଙ୍ଗଲରେ ଏହି ବିରଳ କଳା ବାଘ ଠାବ ହୋଇଛି । ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନ ବିଭାଗର କ୍ୟାମେରା । ଏହା ପରଠାରୁ ଆଉ ଏଭଳି ବାଘ ଦେଖିବାକୁ ମିଳିନଥିଲା । [...]

Admin•ମାର୍ଚ୍ଚ 14, 2024
Share Article:

ସୁନ୍ଦରଗଡ – ବନ ବିଭାଗ କ୍ୟାମେରାରେ ଠାବ ହୋଇଛି କଳା ବାଘ । ୬ ବର୍ଷ ପରେ ବିରଳ କଳା ବାଘକୁ ବନ ବିଭାଗ କ୍ୟାମେରା ଠାବ କରିଛି । ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଜଙ୍ଗଲରେ ଏହି ବିରଳ କଳା ବାଘ ଠାବ ହୋଇଛି । ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନ ବିଭାଗର କ୍ୟାମେରା । ଏହା ପରଠାରୁ ଆଉ ଏଭଳି ବାଘ ଦେଖିବାକୁ ମିଳିନଥିଲା । କଳା ବାଘ ସମେତ ଅନେକ ପ୍ରକାରର ବିରଳ ଜୀବଜନ୍ତୁ କ୍ୟାମେରାରେ ଟ୍ରାପ ହୋଇଥିବା ସୁନ୍ଦରଗଡ ଡିଏଫଓ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି ।

#Odia#Odisha#News
Share Article:

Related Articles