ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜି ରାଜ୍ୟବ୍ୟାପୀ ବାର୍ ଆସୋସିଏସନ ମତଦାନ

ଭୁବନେଶ୍ୱର – ଆଜି ରାଜ୍ୟବ୍ୟାପୀ ବାର୍ ଆସୋସିଏସନ ଲାଗି ନିର୍ବାଚନ ହେଉଛି । ‘ୱାନ ବାର୍‌ ୱାନ ଭୋଟ’ ପଦ୍ଧତିରେ ୧୫୩ଟି ବାର୍ ରେ ନିର୍ବାଚନ ହେଉଛି। ଭୁବନ ଓ କେନ୍ଦ୍ରାପଡାକୁ ଛାଡ଼ି ଅନ୍ୟ ସମସ୍ତ ବାର୍ ରେ ନିର୍ବାଚନ ହେଉଛି । ରାଜ୍ୟରେ ୪୦ ହଜାରରୁ ଅଧିକ ଆଇନଜୀବୀ ମତଦାନ କରିବେ ।ହାଇକୋର୍ଟ ବାର ପାଇଁ ମଧ୍ୟ ଏକ ସଙ୍ଗେ ନିର୍ବାଚନ ହେଉଛି ।

Admin•ମାର୍ଚ୍ଚ 30, 2024
Share Article:

#Odia#Odisha#News
Share Article:

Related Articles