ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

୨ ଜିଲ୍ଲାରେ ନୂଆ ଏସପି ନିଯୁକ୍ତ

ଭୁବନେଶ୍ୱର – ଓଡ଼ିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ କମିଶନଙ୍କ ପୋଲିସ ଅଧିକାରୀଙ୍କ ଅଦଳବଦଳ ପ୍ରକ୍ରିୟା ଅନ୍ତର୍ଗତ ଦୁଇଟି ଜିଲ୍ଲାରେ ନୂଆ ଏସପି ନିଯୁକ୍ତ କରାଯାଇଛି। ରାଉରକେଲା ଏସପି ଭାବେ ବ୍ରିଜେଶ ରାୟଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଉମାଶଙ୍କର ଦାସ ଅନୁଗୁଳ ଏସ୍‌ପି ନିଯୁକ୍ତ ହୋଇଛନ୍ତି। ପ୍ରକାଶ ଆର କଟକ ଡିସିପି ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Admin•ଅପ୍ରେଲ 5, 2024
Share Article:

#Odia#Odisha#News
Share Article:

Related Articles