ସଞ୍ଜୟ କହିଲେ – ରାଜା ଦୁର୍ଯୋଧନ ପାଣ୍ଡବ ସୈନ୍ୟମାନଙ୍କୁ ବ୍ୟୁହରଚନା ପୂର୍ବକ ଅଧିଷ୍ଠିତ ଦେଖି ଗୁରୁ ଦ୍ରୋଣଚର୍ଯ୍ୟଙ୍କ ନିକଟରେ ଉପସ୍ଥିତ ହୋଇ ଏହିକଥା କହିଲେ।
(ଗୀତା ୧ମ ଅ-୨ୟ ଶ୍ଳୋକ)