ହିଞ୍ଜିଳି ଶାସନ ଆମ୍ବ ଗାଁ ସ୍କୁଲ ପିଲାଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ | News Room Odisha

ହିଞ୍ଜିଳି ଶାସନ ଆମ୍ବ ଗାଁ ସ୍କୁଲ ପିଲାଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବ୍ଲକ ଶାସନ ଆମ୍ବ ଗାଁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଭିସି ଜରିଆଲେ କଥାବାର୍ତ୍ତା ହୋଇଛନ୍ତି । ସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜୀବନରେ ଉତ୍କର୍ଷତା ହାସଲ ପାଇଁ ଭଲ ଅଧ୍ୟୟନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଶିକ୍ଷା ପାଇଁ ସବୁ ପ୍ରକାର ସହ ଯୋଗ ପାଇଁ ବି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଏହି ଅବସରରେ ସେ ଗାଁ ସରପଂଚଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

Chief Minister Naveen PatnaikGanjamHigh School Transformation