ଗୀତା ମହାତ୍ମ୍ୟ: ତସ୍ୟ ସଂଜନୟନ ହର୍ଷମ କୁରୁବୃଦ୍ଧ ପିତାମହଃ। ସିଂହନାଦ ବିନିଦ୍ୟୋଚୈ ଶଙ୍ଖ ଦଧନୌ ପ୍ରତାପ ବାନ।। | News Room Odisha

ଗୀତା ମହାତ୍ମ୍ୟ: ତସ୍ୟ ସଂଜନୟନ ହର୍ଷମ କୁରୁବୃଦ୍ଧ ପିତାମହଃ। ସିଂହନାଦ ବିନିଦ୍ୟୋଚୈ ଶଙ୍ଖ ଦଧନୌ ପ୍ରତାପ ବାନ।।

 ତସ୍ୟ ସଂଜନୟନ ହର୍ଷମ କୁରୁବୃଦ୍ଧ ପିତାମହଃ।

ସିଂହନାଦ ବିନିଦ୍ୟୋଚୈ ଶଙ୍ଖ ଦଧନୌ ପ୍ରତାପ ବାନ।।

ଅନୁବାଦ : କୁରୁବୃଦ୍ଧ ମହାପ୍ରତାପୀ ପିତାମହଃ ଭୀଷ୍ମ ଦୁର୍ଯ୍ୟଧନଙ୍କ ହୃଦୟରେ ହର୍ଷ ଉତ୍ପନ୍ନ କରାଇ ଉଚ୍ଚ ସ୍ଵରରେ ସିଂହନାଦ ପରି ଗର୍ଜନ କରି ଶଙ୍ଖ ବଜାଇଲେ।।

(ଗୀତା ୧ମ ଅ-୧୨ଦଶ ଶ୍ଳୋକ