ଯୁକ୍ତ ତିନି ନାମଲେଖା ଆଜିଠାରୁ ଆବେଦନ ପ୍ରକ୍ରିୟା | News Room Odisha

ଯୁକ୍ତ ତିନି ନାମଲେଖା ଆଜିଠାରୁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର- ଆଜିଠାରୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଆଜି ଦିନ ୧୧ଟାରୁ ସାମ୍‌ସ ପୋର୍ଟାଲରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ଆସନ୍ତାମାସ ୪ ତାରିଖ ରାତି ୧୧ଟା ୪୫ ମିନିଟ ଯାଏଁ ନାମଲେଖା ଆବେଦନ ଅବଧି ରହିଛି । ସେପଟେମ୍ବର ୯ ତାରିଖ ଦିନ ୧୧ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ ।

+3 AdmissionOdisha