ବିଶ୍ୱ ବରିଷ୍ଠ ନାଗରିକଙ୍କ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା | News Room Odisha

ବିଶ୍ୱ ବରିଷ୍ଠ ନାଗରିକଙ୍କ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ବିଶ୍ୱ ବରିଷ୍ଠ ନାଗରିକଙ୍କ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇ କହିଛନ୍ତି ଯେ, ଆମ ସମାଜ ପ୍ରକୃତରେ ସମାବେଷ୍ଟୀ ହେବା ପାଇଁ ଆମେ ବାର୍ଦ୍ଧକ୍ୟ ଓ ସେମାନଙ୍କ ଜ୍ଞାନକୁ ଗ୍ରହଣ କରିବା ଉଚିତ । ସବୁ ବୟସ୍କ ନାଗରିକମାନେ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ସହାନୁଭୂତି ପାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।