ଗୀତା ମହାତ୍ମ୍ୟ: କାଶ୍ୟଶ୍ଚ ପରମେଶ୍ଵାଶଃ ଶିଖଣ୍ଡୀ ଚ ମହାରଥଃ। ଧୃଷ୍ଟଦ୍ୟୁମ୍ନ ବିରାଟଶ୍ଚ ସାତ୍ୟକିଶ୍ଚ ଅପରାଜିତଃ।। | News Room Odisha

ଗୀତା ମହାତ୍ମ୍ୟ: କାଶ୍ୟଶ୍ଚ ପରମେଶ୍ଵାଶଃ ଶିଖଣ୍ଡୀ ଚ ମହାରଥଃ। ଧୃଷ୍ଟଦ୍ୟୁମ୍ନ ବିରାଟଶ୍ଚ ସାତ୍ୟକିଶ୍ଚ ଅପରାଜିତଃ।।

କାଶ୍ୟଶ୍ଚ ପରମେଶ୍ଵାଶଃ ଶିଖଣ୍ଡୀ ଚ ମହାରଥଃ।
ଧୃଷ୍ଟଦ୍ୟୁମ୍ନ ବିରାଟଶ୍ଚ ସାତ୍ୟକିଶ୍ଚ ଅପରାଜିତଃ।।

ଅନୁବାଦ : ଶ୍ରେଷ୍ଠ ଧନୁର୍ଦ୍ଧର କାଶୀରାଜ, ମହାରଥୀ ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ରାଜା ବିରାଟ, ଅଜେୟ ସାତ୍ୟକି ବୀରମାନେ ଶଙ୍ଖ ବାଦନ କରିବାକୁ ଲାଗିଲେ।
( ଗୀତା ୧ମ ଅ। ୧୭ଶ ଶ୍ଳୋକ )