ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଲାଗି ହେଉଥିବା ଛପନ ଭୋଗ | News Room Odisha

ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଲାଗି ହେଉଥିବା ଛପନ ଭୋଗ

: ୧ . ଅଟକାଳି , ୨ . ଅମାଲୁ , ମାଲପୁଆ ୩ . ଆରିସା ପାଗ ଆରିସା , ସୁଆର ଆରିସା ,ସାନ ଆରିସା , ବଡ଼ ଆରିସା , ତାଟ ଆରିସା ୪ . ଏଣ୍ଡୁରି , ନକ୍ଷତ୍ର ଏଣ୍ଡୁରି , ମୁଆଁ ଏଣ୍ଡୁରି, ୫ .କଦମ୍ବା କଡ଼ମ୍ବା, ୬ . କାକରା , ସରକାକରା , ବଡ଼କାକରା , ସାନକାକରା, ୭ . କାନି- ଚନ୍ଦ୍ରକାନ୍ତି , ବଡ଼କାନ୍ତି , ସାନ କାନ୍ତ, ୮. କେଳି- ହଂସ କେଳି, ୯ କୋରା- ବଲ୍ଲଭ କୋରା , ଶ୍ରୀହସ୍ତ କୋରା , ୧୦ .ଖଲରଚୂଳ ୧୧. ଖଳାଅରଖିଫୁଲିଆ ଖଳା , କୁରୁଜାତକ ଖଜା , ପାରିଜାତକ ଖଳା , ମେସିଙ୍ଗିଆ ଖଜା , ସରସଟା ଖଳା , ଚଢ଼େଇଦା ( ନେବା ) ଖଳା , ଅଧାଚଡ଼େ ଇନେବା ଖଜା , ୧ ୨.ଖିରି -ସେବତି ଖୁରି , ବୁନ୍ଦିଆ ଖିରି, ୧୩ . ଖୁରିସା ବଡ଼ ଖୁରିସା , ୧୪ . ଖୁରୁମା , ଲୁଣ ଖୁରୁମା, ୧୫ . ଖେଚୁଡ଼ି କାନିକା ଖେଚୁଡ଼ି , ଲୁଟୁରା ଖେଚୁଡ଼ି , ଅଙ୍ଗବାସ ଖେଚୁଡ଼ି , ଓଳି ଖେଚୁଡ଼ି , ସାନଓଳି ଖେଚୁଡ଼ି ଓ କର୍ମାବାଇ ଖେଚୁଡ଼ି ୧୬ . ଗଇଣ୍ଡା , ୧୭ . ଗଜ- ସାନଗଜା , ବଡ଼ଗଜା ୧୮ . ଗୋଟାଳି, ୧୯ . ଚକଟା- କଦଳୀ ଚକଟା , ଛେନା ଚକଟା, ୨୦ .ଚକୁଳି- ସରୁ ଚକୁଳି , ବଡ଼ ଚକୁଳି , ମାଠ ଚକୁଳି, ୨୧ . ଚିତୋଉ , ୨୨. ଛୁଞ୍ଚିପତ୍ର , ୨ ୩ . ଜଗନ୍ନାଥ ବର, ୨୪ . ଜେନାମଣି ୨ ୫ . ଝିଲି କାକି ତୁ ଆଝି ଲି , ବଡ଼ ଝିଲି , ସାନଝି ଲି , ସେବତୀଝିଲି, ୨୬ . ଟାକୁଆ, ୨୭ .ଡାଳିମ୍ବ ନୃଭଙ୍ଗା, ୨୮ . ତାଡ଼ିଆ ଛେନା ତାଡ଼ିଆ , ୨୯. ତ୍ରିପୁରୀ, ୩୦ .ଧଉଳା – ପୁଷ୍ପାଳକ ଧଉଳା , ସାନ ଧଉଳା, ୩୧ . ନାଡ଼ି- ବଡ଼ନାଡ଼ି , ସାନ ନାଡ଼ି , ପଟ ନାଡ଼ି , ଘିନାଡ଼ି , ୩୨ . ପଣସୁଆ , ୩୩ .ପଣା -ସରପଣା , ଛେନାପରିଚ ପଣା , ୩୪ . ପାଚିଡ଼ି – ଅଦା ପାଚିଡ଼ି ( ମୂଳା , ମଞ୍ଜ , ପାଣିକଖାରୁ ) ୩୫ . ପାପୁଡ଼ି- ସରପାପୁଡ଼ି , ୩୬ .ପାଳୁଅ – ପାଳୁଆ ପଖାଳ ପାଳୁଅ ଖୁରି , ପାଳୁଅ କଟା , ପାଳୁଆ ମଣ୍ଡା , ୩୭ . ପଖାଳ ଦହି ପଖାଳ , ଟିଭା ପଖାଳ , ୩୮ . ପିଠା- ପୋଡ଼ପିଠା , ବଡ଼ପିଠା , ସାନ ପିଠା , କଦଳୀ ପିଠା , ମହାବୀର ପିଠା , ଭୋଗ ପିଠା , ସୁଆର ପିଠା , ଖଡ଼ିକାମରା ପିଠା , ଛେନା ପିଠା , କାରି ପିଠା , ସାତପୁରୀ ପିଠା ୩୯ . ପୁରୀ- ଚଉତା ପୁରୀ , ବଡ଼ ପୁରୀ ୪୦ . ପୁଳି- ସରପୁଳି , କଅଁଳପୁଳି , ମାଠ ପୁଳି , ଚଣ୍ଡ ମାଠପୁଳି , ପିଠାପୁଳି , ମିଠାପୁଳି , ସାନପୁଳି ୪୧.ଫେଣି- ଲୁଣ ଫେଣି , ବଡ଼ ପେଣି ,୪୨.ବଡ଼ା- ବଡ଼ଚିଡ଼ା , ସାନବଡ଼ା , *୪୩.ବିବାମନ , ୪୪.ଜଳା- ସରଭଜା, ୪୫.ମଣ୍ଡା- ଖୁଆମଣୀ , ଖଣ୍ଡମଣ୍ଡା , ସରିମଣ୍ଡା , ଅତିରିଛିମଶ , ଜଦୁରୁଛି ମଣ୍ଡା , ଫେଣିମଣ୍ଡା , ୪ ୬ . ମନୋହର- ବାଟ ମନୋହର , ଭୋଗମନୋହର , ସୁଆର ମନୋହର, ୪୭.ମହାଦେଶ, ୪୮ . ମାଥୁଅ- ଛେନା ମାଣ୍ଡୁଅ , *୪୯ . ମୋହନଭୋଗ , ୫୦ .ରସାବଳୀ ଅମୃତ ରସାବଳୀ , ଅମୃତ ଦୁଧ ରସାବଳୀ ୫୧ . ରାଧାବଲ୍ଲରୀ, ୫୨ . ଲଡ଼ୁ ନଡ଼ିଆଲଡ଼ୁ ମଗଲଡୁ , ମରିଚଲଡୁ , ଶ୍ରୀଗୋପାଳଲଡ଼ୁ ୫୩ . ଲହୁଣିଆ, ୫୪ . ଲକ୍ଷ୍ମୀବିଳା, ୫୫ .ସରସ୍ଵତୀଆ , ୫୬ . ହଂସବର….