ଗୀତା ମହାତ୍ମ୍ୟ: ଅଥ ବ୍ୟବସ୍ଥିତାନ ଦୃଷ୍ଟା ଧାର୍ତ୍ତରାଷ୍ଟ୍ରନ କପିଧ୍ୱଜ। ପ୍ରବୃତ୍ତ ଶସ୍ତ୍ର ସମ୍ପାତେ ଧନୁରୁଦ୍ୟମ ପାଣ୍ଡବ।। | News Room Odisha

ଗୀତା ମହାତ୍ମ୍ୟ: ଅଥ ବ୍ୟବସ୍ଥିତାନ ଦୃଷ୍ଟା ଧାର୍ତ୍ତରାଷ୍ଟ୍ରନ କପିଧ୍ୱଜ। ପ୍ରବୃତ୍ତ ଶସ୍ତ୍ର ସମ୍ପାତେ ଧନୁରୁଦ୍ୟମ ପାଣ୍ଡବ।।

ଗୀତା ମହାତ୍ମ୍ୟ: ଅଥ ବ୍ୟବସ୍ଥିତାନ ଦୃଷ୍ଟା ଧାର୍ତ୍ତରାଷ୍ଟ୍ରନ କପିଧ୍ୱଜ। ପ୍ରବୃତ୍ତ ଶସ୍ତ୍ର ସମ୍ପାତେ ଧନୁରୁଦ୍ୟମ ପାଣ୍ଡବ।।

ହୃଷିକେଶମ ତଦା ବାକ୍ୟମିଦମାହ ମହିପତେ।
ଅର୍ଜୁନ ଉବାଚ ସେନୟୋରୁଭୟୂର୍ମଧେ ରର୍ଥଂ ସ୍ଥାପୟ ମେ ଚ୍ୟୁତ।।

ଅନୁବାଦ : ହେ ରାଜନ! ଏହାପରେ ବ୍ୟୁହ ରଚନା ପୂର୍ବକ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇ ରହିଥିବା ଧୃତରାଷ୍ଟ୍ର ଙ୍କ ସମ୍ପର୍କୀୟ ମାନଙ୍କୁ ଦେଖି ଶସ୍ତ୍ର ପ୍ରୟୋଗ କରିବାକୁ ଯାଉଥିବା ସମୟରେ କପିଧ୍ୱଜ ଅର୍ଜୁନ ନିଜ ଧନୁ ଉଠାଇ ହୃଷିକେଶ ଶ୍ରୀକୃଷ୍ଣ ଭଗବାନ ଙ୍କୁ କହିଲେ – ” ହେ ଅଚ୍ୟୁତ ! ମୋ ରଥକୁ ନେଇ ଦୁଇ ସେନାଙ୍କ ମଧ୍ୟରେ ଠିଆ କରାନ୍ତୁ ” ।।
( ଗୀତା ୧ମ ଅ। ୨୦/୨୧ଶ ଶ୍ଳୋକ )