ଗୀତା ମହାତ୍ମ୍ୟ: ଶ୍ୱଶୁରାନ ସୁହୃଦଚୈବ ସେନୟରୁ ଭୟୋରପି। ତାନ ସମୀକ୍ଷ ସ କୌନ୍ତେୟ ସର୍ବାନବନ୍ଧୁନବ ସ୍ଥିତାନ।।
କୃପୟା ପରାୟା ବିଷ୍ଟଓ ବିଶିଦର୍ଣ୍ଣିଦ୍ରମବ୍ରବିତ।
ଦୃଷ୍ଟେମ ସ୍ୱଜନ କୃଷ୍ଣ ଯୁଜୁତ୍ସୃମ ସମୁପ ସ୍ଥିତମ।।
ଅନୁବାଦ: ତା ପରେ ଅର୍ଜୁନ ସେହି ଉଭୟ ସେନା ମଧ୍ୟରେ ବିଦ୍ୟମାନ ପିତୃ, ପିତାମହ, ଆଚାର୍ଯ୍ୟ, ମାମୁଁ, ଭାଇ, ପୁଅ, ନାତି, ମିତ୍ର, ଶ୍ୱଶୁର ଓ ସୁହୃଦ ମାନଙ୍କୁ ଦେଖିବାକୁ ପାଇଲେ। ସମସ୍ତ ବନ୍ଧୁଙ୍କୁ ଦେଖି ଅତ୍ୟନ୍ତ କରୁଣା ପରବଶ ହୋଇ ଶୋକ ପ୍ରକାଶ କଲେ।
( ଗୀତା ୧ମ ଅ। ୨୭/୨୮ଶ ଶ୍ଳୋକ )