ଗୀତା ମାହାତ୍ମ୍ୟ: ଗାଣ୍ଡିବମ ସନ୍ସଶ୍ରତେ ହସ୍ତାତ୍ ତ୍ୱକ ଚୈବ ପରି ଦାହ୍ୟତେ। ନ ଚ ଶକନୋ ମ୍ୟାଵସ୍ଥାତୁ ଭ୍ରମତିବ ଚ ମେ ମନଃ।।
ଅର୍ଜୁନ କହିଲେ : ହେ କୃଷ୍ଣ ! ମୋ ହାତରୁ ଗାଣ୍ଡିବ ଖସି ପଡୁଛି, ଚର୍ମ ବି ଭୀଷଣ ଜ୍ୱାଳା କରୁଛି ତଥା ମୋର ମନ ଘୁର୍ଣ୍ଣିତ ହେଲାପରି ଲାଗୁଛି। ତେଣୁ ମୁଁ ଠିଆ ହୋଇ ରହିବାକୁ ବି ସମର୍ଥ ହୋଇ ପାରୁନାହିଁ।
( ଗୀତା ୧ମ ଅ। ୩୦ଶ ଶ୍ଳୋକ )