ଅର୍ଜୁନ କହିଲେ : ହେ କେଶବ ! ମୁଁ ଲକ୍ଷଣ ସବୁକୁ ବିପରୀତ ହିଁ ଦେଖୁଛି। ଯୁଦ୍ଧରେ ସ୍ୱଜନ ସମୁଦାୟ ଙ୍କୁ ମାରିବାରେ ମୁଁ କୌଣସି କଲ୍ୟାଣ ବି ଦେଖି ପାରୁନାହିଁ ।
( ଗୀତା ୧ମ ଅ। ୩୧ଶ ଶ୍ଳୋକ )