ଗୀତା ମହାତ୍ମ୍ୟ: ତସ୍ମାର୍ଣ୍ଣାହ ବୟଂ ହନ୍ତୁ ଧାର୍ତ୍ତରାଷ୍ଟ୍ରନ ସ୍ଵବାଂଧବାନ। ସ୍ୱଜନମ ହି କଥଂ ହତ୍ଵ ସୁଖିହ୍ନ ସ୍ୟାମ ମାଧବ।। | News Room Odisha

ଗୀତା ମହାତ୍ମ୍ୟ: ତସ୍ମାର୍ଣ୍ଣାହ ବୟଂ ହନ୍ତୁ ଧାର୍ତ୍ତରାଷ୍ଟ୍ରନ ସ୍ଵବାଂଧବାନ। ସ୍ୱଜନମ ହି କଥଂ ହତ୍ଵ ସୁଖିହ୍ନ ସ୍ୟାମ ମାଧବ।।

ଗୀତା ମହାତ୍ମ୍ୟ: ତସ୍ମାର୍ଣ୍ଣାହ ବୟଂ ହନ୍ତୁ ଧାର୍ତ୍ତରାଷ୍ଟ୍ରନ ସ୍ଵବାଂଧବାନ। ସ୍ୱଜନମ ହି କଥଂ ହତ୍ଵ ସୁଖିହ୍ନ ସ୍ୟାମ ମାଧବ।।

ଅର୍ଜୁନ କହିଲେ : ହେ ମାଧବ ! ନିଜର ବାନ୍ଧବ ଦୁର୍ଯ୍ୟୋଧନ ଆଦିକୁ ମାରିବା ଆମ ପକ୍ଷରେ ଉଚିତ ହେବ ନାହିଁ। କାରଣ ନିଜ କୁଟୁମ୍ବ ଲୋକଙ୍କୁ ମାରି ଆମେ କିପରି ସୁଖୀ ହୋଇପାରିବୁ?
( ଗୀତା ୧ମ ଅ। ୩୭ଶ ଶ୍ଳୋକ )