ଗୀତା ମହାତ୍ମ୍ୟ: ଉତ୍ସନ୍ନକୁଳଧର୍ମାଣମ ମନୁଷ୍ୟଣମ ଜନାର୍ଦ୍ଧନ। ନରକେ ନିୟତଂ ବାସୋ ଭାବତି ତ୍ୟାନୁଶୁଶ୍ରୁନଂ।। | News Room Odisha

ଗୀତା ମହାତ୍ମ୍ୟ: ଉତ୍ସନ୍ନକୁଳଧର୍ମାଣମ ମନୁଷ୍ୟଣମ ଜନାର୍ଦ୍ଧନ। ନରକେ ନିୟତଂ ବାସୋ ଭାବତି ତ୍ୟାନୁଶୁଶ୍ରୁନଂ।।

ଗୀତା ମହାତ୍ମ୍ୟ: ଉତ୍ସନ୍ନକୁଳଧର୍ମାଣମ ମନୁଷ୍ୟଣମ ଜନାର୍ଦ୍ଧନ।

ନରକେ ନିୟତଂ ବାସୋ ଭାବତି ତ୍ୟାନୁଶୁଶ୍ରୁନଂ।।

ଅର୍ଜୁନ କହିଲେ : ହେ ଜନାର୍ଦ୍ଧନ ! ଯେଉଁମାନଙ୍କର କୂଳଧର୍ମ ନଷ୍ଟ ହୋଇଯାଇଛି, ସେମାନଙ୍କର ଅନିଶ୍ଚିତ କାଳ ପର୍ଯ୍ୟନ୍ତ ନରକ ବାସ ହୁଏ ବୋଲି ଆମେ ଶୁଣିଛୁ।

( ଗୀତା ୧ମ ଅ। ୪୪ଶ ଶ୍ଳୋକ )