ଗୀତା ମହାତ୍ମ୍ୟ: ଗୁରୁନହତ୍ଵ ହି ମହାନୁଭାବାନ, ଶ୍ରେୟ ଭୋକ୍ତୁମ ଭୌକ୍ଷମପିହ ଲୋକେ। ହତ୍ଵର୍ଥ କାମାମସ୍ତୁ ଗୁରୁନିହୈବ, ଭୁଞ୍ଜିୟ ଭୋଗାନ ରୁଧିର ପ୍ରଦିଗ ଧାନ।। | News Room Odisha

ଗୀତା ମହାତ୍ମ୍ୟ: ଗୁରୁନହତ୍ଵ ହି ମହାନୁଭାବାନ, ଶ୍ରେୟ ଭୋକ୍ତୁମ ଭୌକ୍ଷମପିହ ଲୋକେ। ହତ୍ଵର୍ଥ କାମାମସ୍ତୁ ଗୁରୁନିହୈବ, ଭୁଞ୍ଜିୟ ଭୋଗାନ ରୁଧିର ପ୍ରଦିଗ ଧାନ।।

ଗୀତା ମହାତ୍ମ୍ୟ: ଗୁରୁନହତ୍ଵ ହି ମହାନୁଭାବାନ, ଶ୍ରେୟ ଭୋକ୍ତୁମ ଭୌକ୍ଷମପିହ ଲୋକେ। ହତ୍ଵର୍ଥ କାମାମସ୍ତୁ ଗୁରୁନିହୈବ, ଭୁଞ୍ଜିୟ ଭୋଗାନ ରୁଧିର ପ୍ରଦିଗ ଧାନ।।

ଅର୍ଜୁନ କହିଲେ : ଏହି ମହାନୁଭବ ଗୁରୁଜନ ମାନଙ୍କୁ ମାରିବା ଅପେକ୍ଷା ମୁଁ ଏହି ଲୋକରେ ଭିକ୍ଷାନ୍ନ ଦ୍ୱାରା ଜୀବିକା ନିର୍ବାହ କରିବା କଲ୍ୟାଣ କର ବୋଲି ମନେ କରୁଛି। କାରଣ ଗୁରୁଜନ ମାନଙ୍କୁ ମାରିଲେ ଏହି ଲୋକରେ ସେମାନଙ୍କ ରକ୍ତ ସିକ୍ତ ଅର୍ଥ ଓ କାମ ରୂପକ ଭୋଗ ସାମଗ୍ରୀ ହିଁ ତ ଭୋଗ କରିବି ।।

(ଗୀତା ୨ୟ ଅ। ୫ମ ର୍ଶ୍ଳୋକ )