ଗୀତା ମହାତ୍ମ୍ୟ: କାର୍ପଣ୍ୟଦୋଷପହତସ୍ଵଭାବାଃ ପୃଛାମି ତ୍ଵଂ ଧର୍ମସଂମୁଢଚେତଃ । ଯତ୍ ଶ୍ରେୟ ସ୍ୟାନ୍ନଶ୍ଚିତମ ବୃହି ତନ୍ମୟ ଶିଷ୍ୟ ସ୍ତଅହଂ ସାଧି ମାଂ ତ୍ବା ପ୍ରପର୍ନଂ।। | News Room Odisha

ଗୀତା ମହାତ୍ମ୍ୟ: କାର୍ପଣ୍ୟଦୋଷପହତସ୍ଵଭାବାଃ ପୃଛାମି ତ୍ଵଂ ଧର୍ମସଂମୁଢଚେତଃ । ଯତ୍ ଶ୍ରେୟ ସ୍ୟାନ୍ନଶ୍ଚିତମ ବୃହି ତନ୍ମୟ ଶିଷ୍ୟ ସ୍ତଅହଂ ସାଧି ମାଂ ତ୍ବା ପ୍ରପର୍ନଂ।।

ଗୀତା ମହାତ୍ମ୍ୟ: କାର୍ପଣ୍ୟଦୋଷପହତସ୍ଵଭାବାଃ ପୃଛାମି ତ୍ଵଂ ଧର୍ମସଂମୁଢଚେତଃ । ଯତ୍ ଶ୍ରେୟ ସ୍ୟାନ୍ନଶ୍ଚିତମ ବୃହି ତନ୍ମୟ ଶିଷ୍ୟ ସ୍ତଅହଂ ସାଧି ମାଂ ତ୍ବା ପ୍ରପର୍ନଂ।।

ଅର୍ଜୁନ କହିଲେ : କା ପୁରୁଷତା ରୂପକ ଦୋଷ ହେତୁ ନଷ୍ଟସ୍ଵଭାବ ଯୁକ୍ତ ତଥା ଧର୍ମ ବିଷୟରେ ମୋହିତ ଚିତ୍ତ ହୋଇଥିବା ମୁଁ ଆପଣଙ୍କୁ ପଚାରୁଛି , ମୋ ପକ୍ଷରେ କଣ କରିବା ନିଶ୍ଚିତ କଲ୍ୟାଣ କର, ତାହା ମୋତେ କୁହଁନ୍ତୁ ; କାରଣ ମୁଁ ଆପଣଙ୍କ ଶିଷ୍ୟ। ମୋ ପରି ଶରଣାଗତକୁ ଆପଣ ହିଁ ଉପଦେଶ ଦିଅନ୍ତୁ ।

(ଗୀତା ୨ୟ ଅ। ୭ମ ର୍ଶ୍ଳୋକ)