ଗୀତା ମହାତ୍ମ୍ୟ: ନ ହି ପ୍ରପଶ୍ୟାମି ମମାପନୁଦ୍ଵାଦ ଯଛୋକ ମୁଛୋଷଣମିନ୍ଦ୍ରିୟାଣାଂ । ଅବାପ୍ୟ ଭୁମାବସପତ୍ନମୃଦ୍ଧମ ରାଜ୍ୟମ ସୁରାଣମପି ଚାଧିପତ୍ୟମ ।। | News Room Odisha

ଗୀତା ମହାତ୍ମ୍ୟ: ନ ହି ପ୍ରପଶ୍ୟାମି ମମାପନୁଦ୍ଵାଦ ଯଛୋକ ମୁଛୋଷଣମିନ୍ଦ୍ରିୟାଣାଂ । ଅବାପ୍ୟ ଭୁମାବସପତ୍ନମୃଦ୍ଧମ ରାଜ୍ୟମ ସୁରାଣମପି ଚାଧିପତ୍ୟମ ।।

ଗୀତା ମହାତ୍ମ୍ୟ: ନ ହି ପ୍ରପଶ୍ୟାମି ମମାପନୁଦ୍ଵାଦ ଯଛୋକ ମୁଛୋଷଣମିନ୍ଦ୍ରିୟାଣାଂ । ଅବାପ୍ୟ ଭୁମାବସପତ୍ନମୃଦ୍ଧମ ରାଜ୍ୟମ ସୁରାଣମପି ଚାଧିପତ୍ୟମ ।।

ଅର୍ଜୁନ କହିଲେ : କାରଣ ଇହ ଲୋକରେ ନିଶକଣ୍ଟକ, ଧନଧାନ୍ୟ ସମ୍ପର୍ଣ୍ଣ ରାଜ୍ୟ ଏବଂ ଦେବତା ମାନଙ୍କ ଆଧିପତ୍ୟ ପାଇଗଲେ ମଧ୍ୟ ମୁଁ ମୋର ଇନ୍ଦ୍ରିୟ ମାନଙ୍କୁ ଶୁଷ୍କ କରି ଦେଉଥିବା ଶୋକକୁ ଦୂର କରିପାରିବା ପରି କୌଣସି ଉପାୟ ମୁଁ ଦେଖିପାରୁ ନାହିଁ।

(ଗୀତା ୨ୟ ଅ। ୮ମ ର୍ଶ୍ଳୋକ )