ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ | News Room Odisha

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଢେଙ୍କାନାଳ – ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞପିତ ପରିଷହ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରର ବକେୟା ବିଲ୍ ଅର୍ଥ ପାସ୍ କରାଇବା ପାଇଁ ଶାନ୍ତିଲତା ବେହେରାଙ୍କ ନାମ୍ନୀ ଜଣେ ମହିଳାଙ୍କଠାରୁ ୧୫ ଶହ ଟଙ୍କା ଲାଂଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ସେଠାରେ ଛପି ରହିଥିବା ଅନୁଗୁଳ ଭିଜିଲାନ୍ସ ବିଭାଗର ଅଧିକାରୀ ତାଙ୍କୁ ଧରିଥିଲେ ।

Odisha VigilanceVigilance Net