ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ | News Room Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର – ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତିନି ଜଣଙ୍କ ଉପରେ କରାଯାଇଥିବା ଲାଏ ଡିଟେକସନ ରିପୋର୍ଟ ଆସିଛି । କ୍ରାଇମବ୍ରାଂଚ ପାଖରେ ପହଂଚିଛି ଲାଏ ଡିଟେକସନ ରିପୋର୍ଟ । ସୌମ୍ୟଙ୍କ ବିଧବା ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କ ଲାଏ ଡିଟେକସନ ଟେଷ୍ଟ କରିଥିଲା କ୍ରାଇମବ୍ରାଂଚ୍ । ରିପୋର୍ଟ ଉପରେ ତର୍ଜମା କରୁଛି କ୍ରାଇମବ୍ରାଂଚ୍ ।