ଗୀତା ମହାତ୍ମ୍ୟ: ତମୁବାଚ ହୃଷିକେଶଃ ପ୍ରହସନ୍ନିବ ଭାରତ। ସେନୟୋରୁ ଭୟର୍ମଧେ ବିଶିଦନ୍ତମିଦଂ ବଚଃ।। | News Room Odisha

ଗୀତା ମହାତ୍ମ୍ୟ: ତମୁବାଚ ହୃଷିକେଶଃ ପ୍ରହସନ୍ନିବ ଭାରତ। ସେନୟୋରୁ ଭୟର୍ମଧେ ବିଶିଦନ୍ତମିଦଂ ବଚଃ।।

ଗୀତା ମହାତ୍ମ୍ୟ: ତମୁବାଚ ହୃଷିକେଶଃ ପ୍ରହସନ୍ନିବ ଭାରତ। ସେନୟୋରୁ ଭୟର୍ମଧେ ବିଶିଦନ୍ତମିଦଂ ବଚଃ।।

ସଞ୍ଜୟ ଧୃତରାଷ୍ଟ୍ର ଙ୍କୁ କହିଲେ : ହେ ଭରତ ବଂଶୀ ଧୃତରାଷ୍ଟ୍ର ! ଅନ୍ତର୍ଯ୍ୟାମୀ ଭଗବାନ ଶ୍ରୀକୃଷ୍ଣ ଦୁଇ ସେନାଙ୍କ ମଧ୍ୟରେ ଶୋକ କରୁଥିବା ସେହି ଅର୍ଜୁନ ଙ୍କୁ ସ୍ମିତହାସ୍ୟ କରି କହିଲେ…..

(ଗୀତା ୨ୟ ଅ। ୧୦ମ ର୍ଶ୍ଳୋକ )