ଗୀତା ମହାତ୍ମ୍ୟ: ଅଶୋଚ୍ୟନନ୍ବଶୋଚସ୍ତ୍ବମ ପ୍ରଜ୍ଞାବାଦଶ୍ଚ ଭାଷସେ। ଗତାସୁନଗତାସୁନଶ୍ଚ ନାନୁ ଶୋଚନ୍ତି ପଣ୍ଡିତାଃ।। | News Room Odisha

ଗୀତା ମହାତ୍ମ୍ୟ: ଅଶୋଚ୍ୟନନ୍ବଶୋଚସ୍ତ୍ବମ ପ୍ରଜ୍ଞାବାଦଶ୍ଚ ଭାଷସେ। ଗତାସୁନଗତାସୁନଶ୍ଚ ନାନୁ ଶୋଚନ୍ତି ପଣ୍ଡିତାଃ।।

 ଅଶୋଚ୍ୟନନ୍ବଶୋଚସ୍ତ୍ବମ ପ୍ରଜ୍ଞାବାଦଶ୍ଚ ଭାଷସେ। ଗତାସୁନଗତାସୁନଶ୍ଚ ନାନୁ ଶୋଚନ୍ତି ପଣ୍ଡିତାଃ।।

ଶ୍ରୀ ଭଗବାନ କହିଲେ : ହେ ଅର୍ଜୁନ ! ଯାହାଙ୍କ ପାଇଁ ଶୋକ କରିବା ଉଚିତ ନୁହେଁ, ସେମାନଙ୍କ ପାଇଁ ଶୋକ କରୁଛ। ଏବଂ ପଣ୍ଡିତଙ୍କ ପରି କଥା ମଧ୍ୟ କହୁଛ। କିନ୍ତୁ ଯାହାଙ୍କ ପ୍ରାଣ ଚାଲି ଯାଇଛି, ସେମାନଙ୍କ ପାଇଁ ଏବଂ ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ପଣ୍ଡିତ ମାନେ ଶୋକ କରନ୍ତି ନାହିଁ ….….

(ଗୀତା ୨ୟ ଅ। ୧୧ଶ ର୍ଶ୍ଳୋକ )