ଗୀତା ମହାତ୍ମ୍ୟ: ଦେହିନୋଅସ୍ମିନ ଯଥା ଦେହେ କୌମାରଂ ଯୌବନଂ ଜରା। ତଥା ଦେହାନ୍ତରପ୍ରାପ୍ତି ର୍ଦ୍ଧିରସ୍ତତ୍ର ନ ମୁହ୍ୟତି ।। | News Room Odisha

ଗୀତା ମହାତ୍ମ୍ୟ: ଦେହିନୋଅସ୍ମିନ ଯଥା ଦେହେ କୌମାରଂ ଯୌବନଂ ଜରା। ତଥା ଦେହାନ୍ତରପ୍ରାପ୍ତି ର୍ଦ୍ଧିରସ୍ତତ୍ର ନ ମୁହ୍ୟତି ।।

 ଦେହିନୋଅସ୍ମିନ ଯଥା ଦେହେ କୌମାରଂ ଯୌବନଂ ଜରା। ତଥା ଦେହାନ୍ତରପ୍ରାପ୍ତି ର୍ଦ୍ଧିରସ୍ତତ୍ର ନ ମୁହ୍ୟତି ।।

ଶ୍ରୀ ଭଗବାନ କହିଲେ : ଯେପରି ଏହି ଦେହରେ ଜୀବାତ୍ମା ର ବାଲ୍ୟାବସ୍ଥା, ଯୌବନାଵସ୍ଥା ଓ ବୃଦ୍ଧା ବସ୍ଥା ହୋଇଥାଏ, ସେହିପରି ଅନ୍ୟ ଶରୀର ମଧ୍ୟ ପ୍ରାପ୍ତ ହୁଏ; ସେହି ବିଷୟରେ ଧୀର ପୁରୁଷ ମୋହଗ୍ରସ୍ତ ହୁଅନ୍ତି ନାହିଁ। ….…..

(ଗୀତା ୨ୟ ଅ। ୧୩ଶ ର୍ଶ୍ଳୋକ )