ଗୀତା ମହାତ୍ମ୍ୟ: ମାତ୍ରାସ୍ପର୍ଶସ୍ତୁ କୌନ୍ତେୟ ଶିତୋଷ୍ଣୁ ସୁଖଦୁଃଖ ଦା। ଆଗମାପାୟୀନୋନିତ୍ୟା ସ୍ତାମସ୍ତିତିକ୍ଷସ୍ବ ଭାରତଃ।। | News Room Odisha

ଗୀତା ମହାତ୍ମ୍ୟ: ମାତ୍ରାସ୍ପର୍ଶସ୍ତୁ କୌନ୍ତେୟ ଶିତୋଷ୍ଣୁ ସୁଖଦୁଃଖ ଦା। ଆଗମାପାୟୀନୋନିତ୍ୟା ସ୍ତାମସ୍ତିତିକ୍ଷସ୍ବ ଭାରତଃ।।

ମାତ୍ରାସ୍ପର୍ଶସ୍ତୁ କୌନ୍ତେୟ ଶିତୋଷ୍ଣୁ ସୁଖଦୁଃଖ ଦା। ଆଗମାପାୟୀନୋନିତ୍ୟା ସ୍ତାମସ୍ତିତିକ୍ଷସ୍ବ ଭାରତଃ।।

ଶ୍ରୀ ଭଗବାନ କହିଲେ : ହେ କୁନ୍ତୀପୁତ୍ର! କାରଣ ଶୀତ-ଉଷ୍ମ ଓ ସୁଖ-ଦୁଃଖ ଦେଉଥିବା ଇନ୍ଦ୍ରିୟ ଓ ବିଷୟ ମାନଙ୍କର ସଂଯୋଗ ତ  ଉତ୍ପତି ବିନାଶଶୀଳ ଓ ଅନିତ୍ୟ; ତେଣୁ ହେ ଭାରତ ! ତୁମେ ସେଗୁଡିକୁ ସହିଯାଅ………

(ଗୀତା ୨ୟ ଅ। ୧୪ଶ ର୍ଶ୍ଳୋକ )