ଗୀତା ମହାତ୍ମ୍ୟ: ଜଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷମ ପୁରୁଷର୍ଷଭ। ସମଦୁଃଖସୁଖଂ ଧୀରମ ସୋଅମୃତତ୍ୟୟ କଳ୍ପତେ | News Room Odisha

ଗୀତା ମହାତ୍ମ୍ୟ: ଜଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷମ ପୁରୁଷର୍ଷଭ। ସମଦୁଃଖସୁଖଂ ଧୀରମ ସୋଅମୃତତ୍ୟୟ କଳ୍ପତେ

 ଜଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷମ ପୁରୁଷର୍ଷଭ। ସମଦୁଃଖସୁଖଂ ଧୀରମ ସୋଅମୃତତ୍ୟୟ କଳ୍ପତେ

ଶ୍ରୀ ଭଗବାନ କହିଲେ : ହେ ପୁରୁଷଶ୍ରେଷ୍ଠ ! ଦୁଃଖସୁଖକୁ ସମାନ ଦୃଷ୍ଟିରେ ଦେଖୁଥିବା ଯେଉଁ ଧୀର ପୁରୁଷଙ୍କୁ ଏହି ଇନ୍ଦ୍ରିୟ ଓ ବିଷୟରେ ସଂଯୋଗ ବ୍ୟାକୁଳ କରିପାରେ ନାହିଁ, ସେ ହିଁ ମୋକ୍ଷପାଇଁ. ଯୋଗ୍ୟ ହୁଅନ୍ତି। ……
(ଗୀତା ୨ୟ ଅ। ୧୫ଶ ର୍ଶ୍ଳୋକ )