ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି ଉପନିର୍ବାଚନ | News Room Odisha

ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି ଉପନିର୍ବାଚନ

ନୟାଗଡ – ନୟାଗଡ ଜିଲ୍ଲା ଭାପୁର ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେଉଛି । ଅନାସ୍ଥା ଭୋଟରେ ଶାନ୍ତିଲତା ବେହେରା ହାରିବା ପରେ ଏହି ପଦ ଖାଲି ପଡିଛି । ଆଜି ଶାନ୍ତି ଶୃଙ୍ଖଳାରେ ଭୋଟ୍ ପାଇଁ ବ୍ଲକ୍ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ୧୨ଟାରୁ ୨ଟା ମଧ୍ୟରେ ଫଳାଫଳ ଘୋଷଣା ହୋଇପାରେ ।