ଗୀତା ମହାତ୍ମ୍ୟ: ଅନ୍ତବନ୍ତ ଇମେ ଦେହା ନିତ୍ୟ ସ୍ଵକ୍ତାହଃ ଶରୀରିନଃ । ଅନାଶିନୋ ଅପ୍ରମେୟସ୍ୟ ତସ୍ମାତ ଯୁଦ୍ଧସ୍ଵ ଭାରତ ।। | News Room Odisha

ଗୀତା ମହାତ୍ମ୍ୟ: ଅନ୍ତବନ୍ତ ଇମେ ଦେହା ନିତ୍ୟ ସ୍ଵକ୍ତାହଃ ଶରୀରିନଃ । ଅନାଶିନୋ ଅପ୍ରମେୟସ୍ୟ ତସ୍ମାତ ଯୁଦ୍ଧସ୍ଵ ଭାରତ ।।

ଅନ୍ତବନ୍ତ ଇମେ ଦେହା ନିତ୍ୟ ସ୍ଵକ୍ତାହଃ ଶରୀରିନଃ । ଅନାଶିନୋ ଅପ୍ରମେୟସ୍ୟ ତସ୍ମାତ ଯୁଦ୍ଧସ୍ଵ ଭାରତ ।।

ଶ୍ରୀ ଭଗବାନ କହିଲେ : ନାଶ ରହିତ, ଅପ୍ରମେୟ ଓ ନିତ୍ୟସ୍ୱରୂପ ଜୀବାତ୍ମା ର ଏହି ଶରୀର ଗୁଡିକ ନାଶବାନ ବୋଲି କୁହାଯାଇଛି । ତେଣୁ ହେ ଭରତ ବଂଶୀ ଅର୍ଜ୍ଜୁନ! ତୁମେ ଯୁଦ୍ଧ କର। …….

(ଗୀତା ୨ୟ ଅ। ୧୮ଶ ର୍ଶ୍ଳୋକ )