ଗୀତା ମହାତ୍ମ୍ୟ: ଯ ଏନଂ ବେତ୍ତି ହନ୍ତାରମ ଯଶ୍ଚେନଂ ମାନ୍ୟତେ ହତମ। ଉଭୌ ତୌ ନ ବୀଜାନୀତୋ ନାୟମ ହନ୍ତି ନ ହନ୍ୟତେ।। | News Room Odisha

ଗୀତା ମହାତ୍ମ୍ୟ: ଯ ଏନଂ ବେତ୍ତି ହନ୍ତାରମ ଯଶ୍ଚେନଂ ମାନ୍ୟତେ ହତମ। ଉଭୌ ତୌ ନ ବୀଜାନୀତୋ ନାୟମ ହନ୍ତି ନ ହନ୍ୟତେ।।

ଯ ଏନଂ ବେତ୍ତି ହନ୍ତାରମ ଯଶ୍ଚେନଂ ମାନ୍ୟତେ ହତମ। ଉଭୌ ତୌ ନ ବୀଜାନୀତୋ ନାୟମ ହନ୍ତି ନ ହନ୍ୟତେ।।

ଶ୍ରୀ ଭଗବାନ କହିଲେ : ଯେଉଁମାନେ ଏହି ଆତ୍ମା କୁ ହତ୍ୟା କରେ ବୋଲି ମନେ କରନ୍ତି ତଥା ଏହା ନିହତ ହୁଏ ବୋଲି ଭାବନ୍ତି, ସେ ଉଭୟେ ଆତ୍ମା ବିଷୟ ରେ କିଛି ଜାଣନ୍ତି ନାହିଁ; କାରଣ ଏହି ଆତ୍ମା ବାସ୍ତବରେ କାହାରିକୁ ହତ୍ୟା କରେ ନାହିଁ, କି କାହାରି ଦ୍ୱାରା ନିହତ ମଧ୍ୟ ହୁଏ ନାହିଁ। …….

(ଗୀତା ୨ୟ ଅ। ୧୯ଶ ର୍ଶ୍ଳୋକ )