ବରିଷ୍ଠ ସାମ୍ବାଦିକଙ୍କ ପୁଅର ମୃତଦେହ ପୋଖରୀରୁ ଉଦ୍ଧାର | News Room Odisha

ବରିଷ୍ଠ ସାମ୍ବାଦିକଙ୍କ ପୁଅର ମୃତଦେହ ପୋଖରୀରୁ ଉଦ୍ଧାର

ଭୁବନେଶ୍ୱର- ରାଜଧାନୀ ଉପକଣ୍ଠ ପାତ୍ରପଡା ନିକଟସ୍ଥ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ ମନୀଷ ଅନୁରାଗ ବୋଲି ସୂଚନା ମିଳିଛି । ଏହି ମାମଲାରେ ସ୍ଥାନୀୟ ପୋଲିସ ଓ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ମନୀଷ ଅନୁରାଗଙ୍କ ବୟସ ୩୦ ବର୍ଷ ହେବ ।