ବାସାଂସି ଜୀର୍ଣ୍ଣନି ଯଥା ବିହାୟ, ନବାନି ଗୃହଣାତି ନରୋପରାଣି। ତଥା ଶରୀରାଣି ବିହାୟ ଜୀର୍ଣ୍ଣା, ନ୍ୟନ୍ୟାନି ସଂଯାତି ନବାନି ଦେହୀ।।
ଶ୍ରୀ ଭଗବାନ କହିଲେ : ହେ ଅର୍ଜୁନ ! ମନୁଷ୍ୟ ଯେଉଁପରି ପୁରୁଣା ବସ୍ତ୍ରମାନ ତ୍ୟାଗକରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ, ଜୀବାତ୍ମା ସେହିପରି ପୁରାତନ ଶରୀର ତ୍ୟାଗକରି ଅନ୍ୟ ନୂତନ ଶରୀର ମାନ ପ୍ରାପ୍ତ ହୋଇଥାଏ ……
(ଗୀତା ୨ୟ ଅ। ୨୨ଶ ର୍ଶ୍ଳୋକ )