ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କ୍ଷତ୍ରିୟର ଧର୍ମ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –
ସ୍ବଧର୍ମମପି ଚାବେକ୍ଷ ନ ବିକମ୍ପି ତୁ ମର୍ହସି।
ଧର୍ମୟାଦ୍ଧି ଯୁଦ୍ଧେଛେୟୋଅନ୍ୟତ କ୍ଷତ୍ରିୟସ୍ୟ ନ ବିଦ୍ୟତେ।।
ହେ ଅର୍ଜୁନ ! ନିଜର ଧର୍ମ ଦୃଷ୍ଟିରୁ ବି ତୁମେ ଭୟ କରିବା ଉଚିତ ନୁହେଁ। କାରଣ କ୍ଷତ୍ରିୟ ନିମନ୍ତେ ଧର୍ମଯୁଦ୍ଧ ଠାରୁ ବଳି ଆଉ କଲ୍ୟାଣକାରୀ କର୍ତ୍ତବ୍ୟ ଆଉ କିଛି ନାହିଁ।
(ଗୀତା ୨ୟ ଅ। ୩୧ଶ ର୍ଶ୍ଳୋକ )