ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କ୍ଷତ୍ରିୟର ସ୍ବଧର୍ମ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –
ଅଥ ଚେତ୍ୱମିମାଂ ଧର୍ମୟଂ ସଂଗ୍ରାମାଂ ନ କରିଷ୍ୟସି ତତଃ ସ୍ବଧର୍ମ କୀର୍ତିମ ଚ ହିତ୍ବା ପାପମବାପଷ୍ୟସୀ
ହେ ଅର୍ଜୁନ ! ଯଦି ତୁମେ ଏହି ଧର୍ମଯୁଦ୍ଧ ନ କରିବ, ତେବେ ସ୍ବଧର୍ମ ଓ ସୁଯଶ ହରାଇ ପାପ ରେ ଭାଗିହେବ।।
(ଗୀତା ୨ୟ ଅ। ୩୩ଶ ର୍ଶ୍ଳୋକ )