ଆଇଟିବିପି ସ୍ଥାପନା ଦିବସରେ ଓଡିଶା ପୋଲିସର ଶୁଭେଚ୍ଛା | News Room Odisha

ଆଇଟିବିପି ସ୍ଥାପନା ଦିବସରେ ଓଡିଶା ପୋଲିସର ଶୁଭେଚ୍ଛା

ଭୁବନେଶ୍ୱର -ଆଜି ହେଉଛି ଇଣ୍ଡୋ-ତିବତ ସୀମା ପୋଲିସ -ଆଇଟିବିପିର ସ୍ଥାପନା ଦିବସ । ଦେଶର ସୀମାର ସୁରକ୍ଷା ପାଇଁ ଆଇଟିବିପି ଯୋଦ୍ଧା ଓ କିମ୍ବଦନ୍ତୀଙ୍କୁ ସମ୍ମାନ ଜଣାଇଛି ଓଡିଶା ପୋଲିସ । ସଂପୂର୍ଣ୍ଣ ଭାବେ କର୍ତ୍ତବ୍ୟ ସଂପାଦନ ପୂର୍ବକ ଅପୂର୍ବ ବାରତ୍ୱ ଓ ସାହସର ସହ ସୀମାରେ ସୁରକ୍ଷା ନିଶ୍ଚିତ କରୁଥିବା ଆଇଟିବିପି ପାଇଁ ଦେଶ ଗର୍ବିତ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି ।

ITBP Raising Day