ଗୀତା ମାହାତ୍ମ୍ୟ: ଭୟାଦ୍ରଣା ଦୁପରତମ ମାଂସ୍ୟନ୍ତେ ତ୍ଵଂ ମହାରଥା। ଯେଷାମ ଚତ୍ଵଂ ବହୁମତୋ ଭୁତ୍ବା ଯାସ୍ୟସି ଲାଘଵଂ | News Room Odisha

ଗୀତା ମାହାତ୍ମ୍ୟ: ଭୟାଦ୍ରଣା ଦୁପରତମ ମାଂସ୍ୟନ୍ତେ ତ୍ଵଂ ମହାରଥା। ଯେଷାମ ଚତ୍ଵଂ ବହୁମତୋ ଭୁତ୍ବା ଯାସ୍ୟସି ଲାଘଵଂ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କ୍ଷତ୍ରିୟର ଗୌରବ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଭୟାଦ୍ରଣା ଦୁପରତମ ମାଂସ୍ୟନ୍ତେ ତ୍ଵଂ ମହାରଥା। ଯେଷାମ ଚତ୍ଵଂ ବହୁମତୋ ଭୁତ୍ବା ଯାସ୍ୟସି ଲାଘଵଂ

ହେ ଅର୍ଜୁନ ! ଯେଉଁମାନଙ୍କ ଦୃଷ୍ଟିରେ ତୁମେ ବିଶେଷ ଭାବରେ ସମ୍ମାନିତ ହୋଇ ସାରିଛ, ସେମାନଙ୍କ ଦୃଷ୍ଟିରେ ତୁମେ ବର୍ତ୍ତମାନ ହୀନ ହୋଇଯିବ; ସେହି ମହାରଥୀମାନେ ମନେ କରିବେ ଯେ, ତୁମେ ଭୟଭୀତ ହୋଇ ଯୁଦ୍ଧରୁ ଓହରି ଗଲ ।

(ଗୀତା ୨ୟ ଅ। ୩୫ଶ ର୍ଶ୍ଳୋକ )