ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କ୍ଷତ୍ରିୟର ଗୌରବ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –
ଭୟାଦ୍ରଣା ଦୁପରତମ ମାଂସ୍ୟନ୍ତେ ତ୍ଵଂ ମହାରଥା। ଯେଷାମ ଚତ୍ଵଂ ବହୁମତୋ ଭୁତ୍ବା ଯାସ୍ୟସି ଲାଘଵଂ
ହେ ଅର୍ଜୁନ ! ଯେଉଁମାନଙ୍କ ଦୃଷ୍ଟିରେ ତୁମେ ବିଶେଷ ଭାବରେ ସମ୍ମାନିତ ହୋଇ ସାରିଛ, ସେମାନଙ୍କ ଦୃଷ୍ଟିରେ ତୁମେ ବର୍ତ୍ତମାନ ହୀନ ହୋଇଯିବ; ସେହି ମହାରଥୀମାନେ ମନେ କରିବେ ଯେ, ତୁମେ ଭୟଭୀତ ହୋଇ ଯୁଦ୍ଧରୁ ଓହରି ଗଲ ।
(ଗୀତା ୨ୟ ଅ। ୩୫ଶ ର୍ଶ୍ଳୋକ )