ଗୀତା ମାହାତ୍ମ୍ୟ: ଏଷ ତେଅଭିହିତା ସାଂଖ୍ୟ ବୁଦ୍ଧିରଯୋଗେ ତ୍ୱମାଂ ଶୃଣୁ ବୁଦ୍ଧୟା ଯୁକ୍ତ ଯୟା ପାର୍ଥ କର୍ମ ବନ୍ଧମ ପ୍ରହାସ୍ୟସି ।। | News Room Odisha

ଗୀତା ମାହାତ୍ମ୍ୟ: ଏଷ ତେଅଭିହିତା ସାଂଖ୍ୟ ବୁଦ୍ଧିରଯୋଗେ ତ୍ୱମାଂ ଶୃଣୁ ବୁଦ୍ଧୟା ଯୁକ୍ତ ଯୟା ପାର୍ଥ କର୍ମ ବନ୍ଧମ ପ୍ରହାସ୍ୟସି ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଏଷ ତେଅଭିହିତା ସାଂଖ୍ୟ ବୁଦ୍ଧିରଯୋଗେ ତ୍ୱମାଂ ଶୃଣୁ ବୁଦ୍ଧୟା ଯୁକ୍ତ ଯୟା ପାର୍ଥ କର୍ମ ବନ୍ଧମ ପ୍ରହାସ୍ୟସି ॥

ହେ ଅର୍ଜୁନ ! ଏହି ବୁଦ୍ଧି ତୁମକୁ ଜ୍ଞାନଯୋଗ ଦୃଷ୍ଟିରୁ କୁହାଗଲା। ବର୍ତ୍ତମାନ ତୁମେ ଏହାକୁ କର୍ମଯୋଗ ଦୃଷ୍ଟିରୁ ଶୁଣ। ଏହି ବୁଦ୍ଧିରେ ଯୁକ୍ତହେଲେ ତୁମେ କର୍ମବନ୍ଧନକୁ ଭଲରୁପେ ତ୍ୟାଗ କରିଦେଇ ପାରିବ ଅର୍ଥାତ କର୍ମବନ୍ଧନରୁ ସର୍ଵଥା ମୁକ୍ତ ହୋଇଯିବ।

(ଗୀତା ୨ୟ ଅ। ୩୯ଶ ର୍ଶ୍ଳୋକ )