ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –
ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ।
ବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋଅବ୍ୟସାୟିନାମ।।
ହେ ଅର୍ଜୁନ ! ଏହି କର୍ମଯୋଗରେ ନିସ୍ଚୟତ୍ମିକା ବୁଦ୍ଧି ଗୋଟିଏ ମାତ୍ର ହୁଏ; କିନ୍ତୁ ଅସ୍ଥିର ବିଚାର ଯୁକ୍ତ ବିବେକହୀନ ସକାମ ମନୁଷ୍ୟ ମାନଙ୍କର ବୁଦ୍ଧି ନିଶ୍ଚିତ ଭାବରେ ବହୁ ପ୍ରକାର ଓ ଅସଂଖ୍ୟ ହୁଏ।
(ଗୀତା ୨ୟ ଅ। ୪୧ଶ ର୍ଶ୍ଳୋକ )