ନୂଆ କୋଭିଡ ଗାଇଡଲାଇନ ଆଜିଠାରୁ ଲାଗୁ | News Room Odisha

ନୂଆ କୋଭିଡ ଗାଇଡଲାଇନ ଆଜିଠାରୁ ଲାଗୁ

ଭୁବନେଶ୍ୱର – ରାଜ୍ୟରେ ମହମାରୀ କୋରୋନାର କୋପ ହ୍ରାସ ପାଇଥିବା ବେଳେ ଆଜିଠାରୁ ଲାଗୁ ହୋଇଛି ନୂଆ ଗାଇଡଲାଇନ୍ । ଡିସେମ୍ବର ୧ ତାରିଖ ସକାଳ ୫ ପର୍ଯ୍ୟନ୍ତ ନୂଆ କୋଭିଡ ଗାଇଡଲାଇନ ବଳବତ୍ତର ରହିବ । ରାଜ୍ୟରେ ସହରାଂଚଳରେ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତରହିବ । ସମସ୍ତ ପ୍ରକାର ଦୋକାନ ଖୋଲା ରହିବ । କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ । ଦୀପାବଳୀ ବେଳେ ବାଣ ଫୁଟାଇବା ସଂପର୍କିତ ଗାଇଡଲାଇନ ଅଲଗା ଜାରି ହେବ ।

COVID-19