ଗୀତା ମାହାତ୍ମ୍ୟ: କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ। କ୍ରିୟାବିଶେଷବହୁଳାଂ ଭୋଗୈଶ୍ଵର୍ୟ୍ଯଗଟିଂ ପ୍ରତି।। | News Room Odisha

ଗୀତା ମାହାତ୍ମ୍ୟ: କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ। କ୍ରିୟାବିଶେଷବହୁଳାଂ ଭୋଗୈଶ୍ଵର୍ୟ୍ଯଗଟିଂ ପ୍ରତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ।
କ୍ରିୟାବିଶେଷବହୁଳାଂ ଭୋଗୈଶ୍ଵର୍ୟ୍ଯଗଟିଂ ପ୍ରତି।।

ହେ ଅର୍ଜୁନ ! ଯେଉଁମାନେ ସ୍ୱର୍ଗରୁ ବଳି ଅନ୍ୟ କୌଣସି ବସ୍ତୁ ନାହିଁ ବୋଲି କୁହନ୍ତି, ସେହି ଅବିବେକିମାନେ ଭୋଗୈଶ୍ଵର୍ୟ୍ଯ ପ୍ରାପ୍ତି ନିମନ୍ତେ ଜନ୍ମ ରୂପକ କର୍ମଫଳ ଦେଉଥିବା କ୍ରିୟା ବହୁଳ ସୁନ୍ଦର ପୁଷ୍ପିତ ବାଣୀ କହିଥାନ୍ତି।

(ଗୀତା ୨ୟ ଅ। ୪୩ଶ ର୍ଶ୍ଳୋକ )