ପଞ୍ଚାୟତ ନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ | News Room Odisha

ପଞ୍ଚାୟତ ନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର – ରାଜ୍ୟରେ ପଂଚାୟତ ନିର୍ବାଚନ ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିଶନର ଏହି ବୈଠକ ଡାକିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ବସିବାକୁ ଥିବା ବୈଠକରେ ସବୁ ଦଳର ନେତା ଯୋଗ ଦେବେ । ନିର୍ବାଚନ ପରିଚାଳନା ନେଇ ବିଭିନ୍ନ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ରାଜ୍ୟ ନିର୍ବାଚନ କମିଶନର ।