ଲୋକସେବା ଭବନରେ ଓଡିଶା ଓ ଆନ୍ଧ୍ର ମୁଖ୍ୟ ସଚିବଙ୍କ ମଧ୍ୟରେ ଆଲୋଚନା | News Room Odisha

ଲୋକସେବା ଭବନରେ ଓଡିଶା ଓ ଆନ୍ଧ୍ର ମୁଖ୍ୟ ସଚିବଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର- ଓଡିଶା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଆନ୍ଧ୍ରର ଆଦିତ୍ୟନାଥ ଦାସ ଆଲୋଚନା କରିଛନ୍ତି । ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ଆଲୋଚନା କରିବେ ।