ଅଫିସ ଅଫ୍ ପ୍ରଫିଟ ଅଭିଯୋଗରୁ ମୁକ୍ତ ହେଲେ ବିଜେଡିର ୨୦ ବିଧାୟକ | News Room Odisha

ଅଫିସ ଅଫ୍ ପ୍ରଫିଟ ଅଭିଯୋଗରୁ ମୁକ୍ତ ହେଲେ ବିଜେଡିର ୨୦ ବିଧାୟକ

ନୂଆଦିଲ୍ଲୀ – ଅଫିସ ଅଫ୍ ପ୍ରଫିଟ ଅଭିଯୋଗରୁ ମୁକ୍ତ ହୋଇଛନ୍ତି ବିଜେଡିର ୨୦ ବିଧାୟକ । ଏ ନେଇ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କମିଶନଙ୍କ ୱେବସାଇଟରେ ଏହି ସୂଚନା ଦିଆଯାଇଛି । ବିଧାୟକମାନେ ଲାଭଜନକ ପଦବୀରେ ରହିଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ନିର୍ବାଚନ କମିଶନ ଯାଂଚ କରିଥିଲେ ।